Перейти к содержимому

ପୁଅର ଦୀର୍ଘୟୁ ଜୀବନ କାମନାକରି ମା ମାନେ ପାଳିଲେ ଗଣପର୍ବ ପୁଅଁ ଜିଉନ୍ତିଆ! sambalpur news

Pratidin TV

0:00 / 0:00

ପୁଅର ଦୀର୍ଘୟୁ ଜୀବନ କାମନାକରି ମା ମାନେ ପାଳିଲେ ଗଣପର୍ବ ପୁଅଁ ଜିଉନ୍ତିଆ! sambalpur news

444 просмотра · 13 часов назад
Pratidin TV
1,77 млн подписчиков
444 просмотра · 13 часов назад
ପୁଅର ଦୀର୍ଘାୟୁ କାମନା କରି ମା ମାନେ ପାଳିଲେ ଦୁତିବାହନ ଓଷା l ପଶ୍ଚିମ ଓଡ଼ିଶାରେ ଏହାକୁ ପୁଅ ଜିଉନ୍ତିଆ ବୋଲି କୁହାଯାଇଥାଏ l ମା ମାନଙ୍କ ଭକ୍ତି ତଥା ଉତ୍ସାହ ଉଦ୍ଦିପନାରେ ପଶ୍ଚିମ ଓଡିଶାରେ ପାଳିତ ହେଲା ମହାନ ପର୍ବ ପୁଅ ଜିଉନ୍ତିଆ l ପୁଅ ପାଇଁ ମାଁ ମାନେ ରଖିଲେ ଉପବାସ l ଅରୁଆ ଚାଉଳ ପରି ମୋ ପୁଅ ଉଜ୍ଜ୍ବଳ ତଥା ଝଳସୁଥାଉ,ସେ ଦୀର୍ଘାୟୁ ତଥା ସୁସ୍ଥ ନିରାମୟ ରହୁ, ଏହି କାମନା କରି ଅସ୍ଥା ସହ ପୁଅ ମୁଣ୍ଡରେ 108 ଅରୁଆ ଚାଉଳ ଓ 108 ଦୁବ ଚଢାଇ ଅସ୍ଥାରେ ଜିଉନ୍ତିଆ ବାନ୍ଧିଛି ମା l #Odisha #sambalpur #pratidintv #PuaJiuntia Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha