ଆଜି ଆମ ସ୍କୁଲରେ ଗଣିତ ସାରଙ୍କ ଅବସର ସମ୍ବର୍ଦ୍ଧନା ସମାରୋହ ❤️ | Retirement Ceremony 2026”
S Gahir Vlogs
0:00 / 0:00
ଆଜି ଆମ ସ୍କୁଲରେ ଗଣିତ ସାରଙ୍କ ଅବସର ସମ୍ବର୍ଦ୍ଧନା ସମାରୋହ ❤️ | Retirement Ceremony 2026”
2 322 просмотра · 2 недели назад
S Gahir Vlogs
99 подписчиков
2 322 просмотра · 2 недели назад
💐 ଆଜି ଆମ ସ୍କୁଲରେ ଆମର ପ୍ରିୟ ଗଣିତ ସାରଙ୍କ ଅବସର ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହେଲା। ❤️
ସାର୍ ଦୀର୍ଘ ବର୍ଷ ଧରି ଛାତ୍ରଛାତ୍ରୀଙ୍କୁ ଗଣିତ ଶିକ୍ଷା ଦେଇ ଅନେକଙ୍କ ଜୀବନରେ ଜ୍ଞାନର ଆଲୋକ ଜଳାଇଛନ୍ତି। ଆଜିର ଏହି ବିଶେଷ ଦିନରେ ସାରଙ୍କ ପ୍ରତି ଆମର ଶ୍ରଦ୍ଧା, ସମ୍ମାନ ଓ ଶୁଭେଚ୍ଛା। 🙏🌸
🎓 Retirement Ceremony 2026
🏫 Rengali High School, Rengali
📚 Mathematics Teacher
ଭିଡିଓଟି ଭଲ ଲାଗିଲେ Like 👍, Comment 💬 ଓ Subscribe 🔔 କରନ୍ତୁ।
#RetirementCeremony #MathematicsSir #RengaliHighSchool #Retirement2026 #SchoolCeremony #FarewellCeremony #Rengali #Odisha
#teacher