Перейти к содержимому

12 September 2026

Annapurna literature

0:00 / 0:00

12 September 2026

125 просмотров · 2 недели назад
Annapurna literature
116 подписчиков
125 просмотров · 2 недели назад
ଭାବର ଠାକୁର ଭାବ ବିନୋଦିଆ ଭାବରେ ବାନ୍ଧିଛୁ ମୋତେ, ତୋ କଳା ଶ୍ରୀମୁଖ ଦିନେ ନ ଦେଖିଲେ ବାଉଳା ହେଉଛି କେତେ। ( ୦) ଜଗତ ଠାକୁର ଭାରି ତ ସୁନ୍ଦର ତୁ ହିଁ ତୋ'ର ତୁଳନା, ସାରା ଜଗତକୁ ବାନ୍ଧିଛୁ ତୋ ' ଡୋରେ ମିଛ ସବୁ ତୋର ବିନା, ବୁଦ୍ଧି ମୋ ହଜୁଛି ପ୍ରାଣ ମୋ କାନ୍ଦୁଛି ଖୋଜେ ଏ ପରାଣ ତୋତେ। (୧) ଅମାପ କରୁଣା ଢ଼ାଳି ଦେ କାଳିଆ ଜଗତ ଉଦ୍ଧାର ହେଉ, ସଂସାର ଭିତରେ ଛୋଟ ପ୍ରାଣୀଟିଏ ମୋ ଦୁଃଖ ମୋ' ଠାରେ ଥାଉ, ଏ ସାରା ସଂସାର ଖୁସିରେ ହସିଲେ ସରଗ ମିଳିବ ହାତେ। (୨) ---------0-------