ଏ ଗୀତ ମୁଁ ଗାଉଛି ଆଜି | E GITA MU GAUCHI AJI | Odia Emotional Song | ଗୀତିକାର: ପ୍ରଦୀପ କୁମାର ଷଡ଼ଙ୍ଗୀ
Dibakar Nayak Music
0:00 / 0:00
ଏ ଗୀତ ମୁଁ ଗାଉଛି ଆଜି | E GITA MU GAUCHI AJI | Odia Emotional Song | ଗୀତିକାର: ପ୍ରଦୀପ କୁମାର ଷଡ଼ଙ୍ଗୀ
154 просмотра · 7 дн. назад
Dibakar Nayak Music
963 подписчика
154 просмотра · 7 дн. назад
🎵 DIBAKAR NAYAK MUSIC PRESENTS 🎵
ଏ ଗୀତ ମୁଁ ଗାଉଛି ଆଜି | E Gita Mun Gauchi Aji | Odia Emotional Song | ଗୀତିକାର: ପ୍ରଦୀପ କୁମାର ଷଡ଼ଙ୍ଗୀ
🎶 ଗୀତ ସମ୍ପର୍କରେ
“ଏ ଗୀତ ମୁଁ ଗାଉଛି ଆଜି” ଏକ ହୃଦୟସ୍ପର୍ଶୀ ଓ ଭାବପ୍ରବଣ ଓଡ଼ିଆ ଗୀତ। ଗୀତର ପ୍ରତ୍ୟେକ ପଂକ୍ତିରେ ରହିଛି ମନର ଅନୁଭବ, ଭାବନା ଓ ହୃଦୟର ଅକୁହା କଥା। ଏହି ଗୀତ ଆପଣଙ୍କ ମନକୁ ଛୁଇଁବ ଏବଂ ସଙ୍ଗୀତ ମାଧ୍ୟମରେ ଭାବନାର ଏକ ନୂଆ ଅନୁଭୂତି ଦେବ ବୋଲି ଆମର ଆଶା।
🎼 SONG CREDITS
🎵 Song Title: ଏ ଗୀତ ମୁଁ ଗାଉଛି ଆଜି
✍️ ଗୀତିକାର (Lyricist): ପ୍ରଦୀପ କୁମାର ଷଡ଼ଙ୍ଗୀ
🎤🎹 Vocal & Music: Advanced AI 🤖
🎬 Edit & Mix: H.N.
📺 Presented by: Dibakar Nayak Music
ଏ ଗୀତ ମୁଁ ଗାଉଛି ଆଜି
ଯାହାଥିଲା ତୁମ ଅନୁରୋଧ
ଏ ସୁର ମୁଁ ଦେଉଛି ଶୁଣି
କରିପାରିବ କି ମନବୋଧ...
ଯାହାଥିଲା ତୁମ ଅନୁରୋଧ ।।୦।।
ମୋ ଚିଠିର ଭାଷା ନୁହଁଇ
ଭଲ ପାଇବାର ଛଳନା
ସତେ ଭୁଲିଗଲ ତୁମେ ବୋଲି
କରିପାରୁନି ବି କଳପନା...
କେଉଁ ଅଜଣା ଭୁଲ୍ ର ପାଇଁ
ନେଲ ନିଷ୍ଠୁର ପ୍ରତିଶୋଧ...
ଏ ଗୀତ ମୁଁ ଗାଉଛି ଆଜି
ଯାହାଥିଲା ତୁମ ଅନୁରୋଧ
ଯାହାଥିଲା ତୁମ ଅନୁରୋଧ ।।୧।।
ଜହ୍ନକୁ ଡାକିବାପାଇଁ
ଲୋଡ଼ା କଇଁ ଭଳି ଏକ ମନ
ସାଗର ଛୁଇଁବା ପାଇଁ
ଲୋଡ଼ା ନଦୀର ଦେହ, ଜୀବନ...
ପ୍ରତାରଣା ଦୋଷ ପାଇଁ
ଚାଲ ହେବା ଦୁହେଁ ପ୍ରୀତି ଅନ୍ଧ...
ଏ ଗୀତ ମୁଁ ଗାଉଛି ଆଜି
ଯାହାଥିଲା ତୁମ ଅନୁରୋଧ ।।୨।।
କେତେ ଆଖି କେତେ ମନ
ଦେଖ୍ ଫୁଲଟିଏ ଲତା ଡାଳେ-
କେତେ ଗୋପୀ ମନ ଝୁରେ
ଦେଖି କହ୍ନେଇ ଯମୁନା କୂଳେ....
ଯୌବନ ଝରିବା ଆଗୁଁ
ସହିଯିବା ଯେତେ ଅପବାଦ...
ଏ ଗୀତ ମୁଁ ଗାଉଛି ଆଜି
ଯାହାଥିଲା ତୁମ ଅନୁରୋଧ
ଯାହାଥିଲା ତୁମ ଅନୁରୋଧ ।।୩।।©®
🤖 AI MUSIC DISCLOSURE
ଏହି ଗୀତର Vocal ଓ Music ପ୍ରସ୍ତୁତିରେ Advanced Artificial Intelligence (AI) ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ଏହି ଗୀତର ମୂଳ ରଚନାର ଶ୍ରେୟ ଗୀତିକାର ଶ୍ରୀ ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କର।
❤️ ଆପଣଙ୍କ ଭଲପାଇବା ଆମ ପାଇଁ ପ୍ରେରଣା!
ଗୀତଟି ଭଲ ଲାଗିଲେ ଭିଡିଓକୁ 👍 LIKE କରନ୍ତୁ, ଆପଣଙ୍କ ମତାମତ 💬 COMMENT ରେ ଜଣାନ୍ତୁ ଏବଂ ନିଜ ପରିବାର ଓ ବନ୍ଧୁମାନଙ୍କ ସହ 📲 SHARE କରନ୍ତୁ।
🔔 Dibakar Nayak Music ଚ୍ୟାନେଲକୁ SUBSCRIBE କରି ପାଖରେ ଥିବା Bell Icon ଦବାଇଦିଅନ୍ତୁ, ଯାହାଦ୍ୱାରା ଆମର ନୂଆ ଓଡ଼ିଆ ଗୀତ ଓ ସଙ୍ଗୀତମୟ ପରିବେଷଣର ସୂଚନା ଆପଣ ପାଇପାରିବେ।
📌 ABOUT DIBAKAR NAYAK MUSIC
Dibakar Nayak Music ହେଉଛି ଓଡ଼ିଆ ଗୀତ, ଭଜନ, ଆଧୁନିକ ସଙ୍ଗୀତ ଓ ବିଭିନ୍ନ ସଙ୍ଗୀତମୟ ସୃଷ୍ଟିକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ପ୍ରକାଶନ ଓ ପ୍ରସାରଣ ମାଧ୍ୟମ। ଆମର ଲକ୍ଷ୍ୟ ହେଉଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଙ୍ଗୀତକୁ ଅଧିକରୁ ଅଧିକ ଶ୍ରୋତାଙ୍କ ପାଖରେ ପହଞ୍ଚାଇବା।
📜 COPYRIGHT & LYRICIST CREDIT NOTICE
ଏହି ପ୍ଲାଟଫର୍ମରେ ପ୍ରକାଶିତ ଗୀତଗୁଡ଼ିକରେ ସମ୍ପୃକ୍ତ ଗୀତିକାରଙ୍କ ନାମ ଓ ଉପଲବ୍ଧ ଥିବା ମୂଳ କୃତିତ୍ୱକୁ ଯଥାସମ୍ଭବ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଏ। ଗୀତର ମୌଳିକତା ଓ ଲେଖାର ଅଧିକାର ସମ୍ପର୍କିତ ଦାୟିତ୍ୱ ସମ୍ପୃକ୍ତ ରଚୟିତାଙ୍କର। ଏହି ଗୀତର ବ୍ୟବହାର, ପୁନଃପ୍ରକାଶନ କିମ୍ବା ଲାଇସେନ୍ସ ସମ୍ପର୍କିତ ଅନୁରୋଧ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ। ଉଚିତ ଅନୁମତି ବିନା ଅନ୍ୟର ସୃଷ୍ଟିକୁ ନିଜର ବୋଲି ପ୍ରକାଶ କରନ୍ତୁ ନାହିଁ।
📧 Contact: dnmusicodia@gmail.com
©® 2026 DIBAKAR NAYAK MUSIC. All Rights Reserved.
━━━━━━━━━━━━━━━━━━
HASHTAGS
#ଏଗୀତମୁଁଗାଉଛିଆଜି #OdiaSong #OdiaMusic #OdiaEmotionalSong #OdiaSadSong #OdiaModernSong #OdiaLyrics #OdiaGana #OdiaAlbumSong #OdiaMusicLovers #AdvancedAI #AIMusic #DibakarNayakMusic #PradipKumarSadangi #NewOdiaSong