Перейти к содержимому

ପରୀକ୍ଷା ଦୁର୍ନୀତିକୁ ନେଇ ସୁନ୍ଦରଗଡ଼ରେ ଗର୍ଜିଲା କଂଗ୍ରେସ | ଦାବି ପୂରଣ ନହେଲେ ବଡ଼ ଆନ୍ଦୋଳନ!

Western odisha Digital

0:00 / 0:00

ପରୀକ୍ଷା ଦୁର୍ନୀତିକୁ ନେଇ ସୁନ୍ଦରଗଡ଼ରେ ଗର୍ଜିଲା କଂଗ୍ରେସ | ଦାବି ପୂରଣ ନହେଲେ ବଡ଼ ଆନ୍ଦୋଳନ!

1 590 просмотров · 2 месяца назад
Western odisha Digital
18 подписчиков
1 590 просмотров · 2 месяца назад
ସୁନ୍ଦରଗଡ଼ରେ କଂଗ୍ରେସର "ଛାତ୍ରୋଂ କି ଗୁଞ୍ଜ" ସମାବେଶ। ପରୀକ୍ଷା ବ୍ୟବସ୍ଥାରେ ଦୁର୍ନୀତି ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଉପରେ କଡ଼ା ସମାଲୋଚନା କରାଯାଇଛି। ସୁନ୍ଦରଗଡ଼ର ମିଶନ ରୋଡ୍ ଠାରେ ଜିଲ୍ଲା ସଭାପତି ନିର୍ମଲ ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିସିସି ମୁଖପାତ୍ର ସତ୍ୟଜିତ ପଟ୍ଟନାୟକ, ଯୁବ ନେତା ହରିଶଙ୍କର ରାଉତ ଏବଂ ବରିଷ୍ଠ ନେତା ରାଜୁ ସରଙ୍ଗୀ ଯୋଗ ଦେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ସମାବେଶରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ଭିଡିଓ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। Sundargarh Congress organized "Chhatron Ki Goonj" rally protesting against exam corruption and student issues in Odisha. Watch the full ground report by Reporter Sumit Das from Paschima News. ⏱️ Timestamps: 0:00 - Anchor Opening (ପରୀକ୍ଷା ବ୍ୟବସ୍ଥାରେ ଦୁର୍ନୀତି) 0:25 - Mission Road Sundargarh Rally 0:50 - Byte 1: Satyajit Patnaik (ପୂର୍ବତନ ଯୁବ କଂଗ୍ରେସ ସଭାପତି) 1:20 - Rahul Gandhi Video Presentation 1:40 - Byte 2: Harishankar Rout (ଯୁବ ନେତା) 2:10 - Byte 3: Raju Sarangi (ବରିଷ୍ଠ କଂଗ୍ରେସ ନେତା) For more updates, Subscribe to our channel! #SundargarhNews #OdishaCongress #ExamCorruption #ChhatronKiGoonj #PaschimaNews #odishapolitics