Перейти к содержимому

ବିମାନରେ କକପିଟ ଲଢ଼େଇ ହେଇଥିଲା କେମିତି, 7700 କୋଡ଼ ରହସ୍ୟ କହିଲେ ପାଇଲଟ! Flydubai cockpit fight explained!

Pratidin TV

0:00 / 0:00

ବିମାନରେ କକପିଟ ଲଢ଼େଇ ହେଇଥିଲା କେମିତି, 7700 କୋଡ଼ ରହସ୍ୟ କହିଲେ ପାଇଲଟ! Flydubai cockpit fight explained!

19 073 просмотра · 15 ч назад
Pratidin TV
1,77 млн подписчиков
19 073 просмотра · 15 ч назад
ବିମାନରେ କକପିଟ ଲଢ଼େଇ ହେଇଥିଲା କେମିତି, 7700 କୋଡ଼ ରହସ୍ୟ କହିଲେ ପାଇଲଟ! ଆକ୍ରମଣ କରିବା ସହ ସେହି ଓମାନୀ ପାଇଲଟ୍ ଜଣକ ବିମାନକୁ କ୍ରାଶ୍ (ଦୁର୍ଘଟଣାଗ୍ରସ୍ତ) କରିବାକୁ ଚେଷ୍ଟା କରିଥିଲେ। ଏହି କାରଣରୁ ମାତ୍ର ଦୁଇ ମିନିଟ୍ ଭିତରେ ବିମାନଟି ପ୍ରାୟ ୧୭,୦୦୦ ଫୁଟ୍ ତଳକୁ ଖସି ଆସିଥିଲା, ଯାହାଫଳରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ ! ଗୁରୁତର ଆହତ ହେବା ଏବଂ ଶରୀରରୁ ପ୍ରଚୁର ରକ୍ତସ୍ରାବ ହେବା ସତ୍ତ୍ୱେ କ୍ୟାପଟେନ ସ୍ମିତ ମାଛର ହାର୍ ମାନିନଥିଲେ। ସେ ସାହସର ସହ ଆକ୍ରମଣକାରୀର ସାମ୍ନା କରିବା ସହ କକପିଟ୍‌ର କବାଟ ଖୋଲିବାରେ ସଫଳ ହୋଇଥିଲେ।Flydubai cockpit fight explained! #Flydubai #CockpitFight #CaptainSmitMachchhar #AviationNews #HeroPilot Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha