Перейти к содержимому

JISU NAMA I ଯୀଶୁ ନାମ l BALIA LIMA I BK SURAJ I BINOD MISHAL I MASTER RICKY I OFFICIAL VIDEO SONG I

True Worshipers и Amit Badanayak

0:00 / 0:00

JISU NAMA I ଯୀଶୁ ନାମ l BALIA LIMA I BK SURAJ I BINOD MISHAL I MASTER RICKY I OFFICIAL VIDEO SONG I

19 946 просмотров · 2 дня назад
True Worshipers и Amit Badanayak
19 946 просмотров · 2 дня назад
JISU NAMA I ଯୀଶୁ ନାମ I True Worshipers l BALIA LIMA I BK SURAJ I BINOD MISHAL I RICKY SAMAL I New CHRISTIAN Qawali I OFFICIAL VIDEO SONG I Praise The Lord Everyone 🙏🏻 ✝️ TRUE WORSHIPERS Presents A New Odia Christian Devotional QAWALI Song. ପ୍ରଭୁ ଯୀଶୁଙ୍କ ବହୁମୂଲ୍ୟ ନାମରେ ପ୍ରତ୍ୟେକ ଶ୍ରୋତା ବନ୍ଧୁ ମାନଙ୍କୁ True WORSHIPERS Channel ତରଫରୁ ପ୍ରେମଭରା ନମସ୍କାର। ଗୀତସଂହିତା 109:30 ମୁଁ ନିଜ ମୁଖରେ ସଦାପ୍ରଭୁଙ୍କୁ ଅତିଶୟ ଧନ୍ୟବାଦ ଦେବି; ପୁଣି, ଲୋକାରଣ୍ୟ ମଧ୍ୟରେ ତାହାଙ୍କର ପ୍ରଶଂସା କରିବି। ଗୀତସଂହିତା 35:18 ମୁଁ ମହାସମାଜ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି। ମୁଁ ମହାଜନତା ମଧ୍ୟରେ ତୁମ୍ଭର ପ୍ରଶଂସା କରିବି। ପ୍ରଥମ ଥର ପାଇଁ ଯୁବ ଉଦୀୟମାନ Viral Singer Balia Lima ଏବଂ  BK Suraj ଙ୍କ କଣ୍ଠରେ "ଯୀଶୁ ନାମ" ଶୀର୍ଷକ ନାମକ ଏକ ସୁମଧୁର କୱାଲି ଗୀତ ପ୍ରସ୍ତୁତ କରିଛୁ। ଗୀତ ମୁକ୍ତିଲାଭ ହେଇଛି ଶୁଣନ୍ତୁ ଏବଂ ପ୍ରାର୍ଥନାର ସହ ସମସ୍ତଙ୍କୁ share କରି ପ୍ରଭୁଙ୍କର ଗୌରବ କରନ୍ତୁ। SONG CREDITS : Song : JISU NAMA  ଯୀଶୁ ନାମ Singer : Balia Lima & BK Suraj Lyrics & Music : Pst Binod Mishal Music Arrangement : Master Ricky Record & Mixing : Yash Studio, Cuttack  Mastering by : Subu Da VIDEO CREDITS: Ft - BALIA, SURAJ, RICKY, GOURAV, KULCHAND, BASANT, RAJESH, PRABESH, AYUB. Thumbnail Design : Master Ricky  D.O.P : Mantu & Mukesh  Making & Editing - TFF Studio, Gunupur (Mukesh) Associated with - A Mukesh Production House WE HONOUR GOD Prayer Supported by Dn. Fr Daniel Badanayak, Belivers Church members, Lutheran Church members, friends, and family. Prayers & Financial Support- Sister Madhusmita Naik (Rubi) (Full Song Lyrics) ସଦା..... ଧନ୍ୟବାଦ ପାଇ..ବାକୁ.. ତୁମ୍ଭେ ହିଁ ଯୋଗ୍ୟ....  ଲୋକା-ରଣ୍ୟ ମଧ୍ୟରେ... ତୁମ୍ଭ...ପ୍ରଶଂସା କରିବା... ମୋର କି....ସୌଭାଗ୍ୟ....  ଧନ୍ୟବାଦ ଉଚ୍ଚ ସ୍ଵରେ କହିବି, ମହା ଜନତା ମଧ୍ୟରେ, ପ୍ରଭୁଙ୍କ ନାମେ ପ୍ରସଂଶା ମୁଁ ଗାଇବି, ତାହାଙ୍କ ସାଧୁ ମେଳରେ (2×)  ସେହି ଯୀଶୁ ନାମ, ସରଗୁ ପ୍ରଦାନ  ଯୀଶୁ ନାମ ଯପ, ପାଇବ ରେ ତ୍ରାଣ  କୋଟି କୋଟି ଦୂତ, ଯୀଶୁ ନାମେ ନତ  ଯୀଶୁ ହିଁ ଇଶ୍ଵର, ଯୀଶୁ ହିଁ ସୁନ୍ଦର...  ଆ....ଆ....ଆ....  ଯୀଶୁ ନାମ (3×) ତ୍ରାଣକାରୀ ଯୀଶୁ ନାମ (3×) ଦୁଃଖହାରୀ ଯୀଶୁ ନାମ (3×)କଳୁଷହାରୀ ଯୀଶୁ ନାମ (3×)ମଙ୍ଗଳକାରୀ [ Aalaap ] ଆ......ଆଃ.....  ହଁ, ମହତ୍ତ - ମହତ୍ତ       ଆଶ୍ଚର୍ଯ୍ୟ କର୍ମ    ହୁଏ...ଏ...ଏ...ଏ      ଯୀଶୁ ନାମରେ      ଝଡ଼ ଓ ତୋଫାନ          ଥମି ଯାଏ  ସେହି...ଇ...ଇ...ଇ      ଯୀଶୁ ନାମରେ  [ Verse -1 ] ଆକାଶ ତଳେ, ମନୁଷ୍ଯ ମଧ୍ୟେ  ଆଉ କେଉଁ ନାମ  ନାହିଁ...ନାହିଁ...ନାହିଁ... ଯେଉଁ ନାମରେ, ପରିତ୍ରାଣ ମିଳେ  ସେହି ନାମ ଯୀଶୁ ଏକା,  ଭାଇ...ଭାଇ...ଭାଇ  ସେହି ଯୀଶୁ ନାମ, ଅମୃତ ସମାନ  ସ୍ମରିଲେ ସେ ନାମ, ଲଭିବ ଜୀବନ  ଯୀଶୁ ନାମେ ସ୍ରୁଷ୍ଟ ଏ ତିନି ଭୁବନ  ଯୀଶୁ ନାମେ ନିଅ, ସକଳେ ଶରଣ  [ Verse 2 ] ଯୀଶୁ ନାମରେ, ଯେ ବିଶ୍ଵାସ କରେ  ଆଉ ତାହାର ମରଣ,  ନାହିଁ...ନାହିଁ...ନାହିଁ  ସେ ଯଦି ବା ମରେ ତଥାପି ବଞ୍ଚେ  ଏହି କଥା ଟି ସତ୍ୟ  ଭାଇ...ଭାଇ...ଭାଇ.... ସେହି ଯୀଶୁ ନାମ, ଅମୃତ ସମାନ  ସ୍ମରିଲେ ସେ ନାମ, ଲଭିବ ଜୀବନ  ଯୀଶୁ ନାମେ ସ୍ରୁଷ୍ଟ ଏ ତିନି ଭୁବନ  ଯୀଶୁ ନାମେ ନିଅ, ସକଳେ ଶରଣ  ଆଃ....ଆ....ଆ....  ଯୀଶୁ ନାମ (3×) ତ୍ରାଣକାରୀ ଯୀଶୁ ନାମ (3×) ସୃଜନହାରୀ ଯୀଶୁ ନାମ (3×) ଆରୋଗ୍ୟକାରୀ ଯୀଶୁ ନାମ (3×) ତ୍ରାଣକାରୀ ଏହି ଗୀତ ମାଧ୍ୟମରେ ଯୀଶୁଙ୍କ ନାମର ସୁସମାଚାର ସମସ୍ତଙ୍କ ନିକଟକୁ ଯେମିତି ପହଁଚି ପାରିବ ଏଥିପାଇଁ ଆପଣଙ୍କ ପ୍ରାର୍ଥନାରେ ତଳି ଧରନ୍ତୁ । ଗୀତଟି ଭଲ ଲାଗିଲେ Like, Share, Comment କରି True Worshipers Channel ଟିକୁ Subscribe କରନ୍ତୁ। ଧନ୍ୟବାଦ 🙏🏻✝️ Social Media Handle ig - https://www.instagram.com/worshipers.... !!* ANTI-PIRACY WARNING *!! This content is copyright to True Worshipers. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.