Перейти к содержимому

Bhari Bhala Lage Mo Jishu Namo||✝️✝️Nirab Digal|| Odia New Christian song||

Nirab Digal Official channel и ещё 4

0:00 / 0:00

Bhari Bhala Lage Mo Jishu Namo||✝️✝️Nirab Digal|| Odia New Christian song||

5 561 просмотр · 2 дня назад
Nirab Digal Official channel и ещё 4
5 561 просмотр · 2 дня назад
ସର୍ବପ୍ରଥମେ ପ୍ରିୟ ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ସମସ୍ତ ଶ୍ରୋତାବନ୍ଧୁ ଓ ଦର୍ଶକ ମାନଙ୍କୁ ଖ୍ରୀଷ୍ଟୀୟ ଭାଈ ଭଉଣୀମାନଙ୍କୁ ପ୍ରଭୁ ଯୀଶୁ ଖୀଷ୍ଟଙ୍କ ମହାନ ନାମରେ ମୋର ସମସ୍ତଙ୍କୁ ନମସ୍କାର 🙏🏼❤️ Praise The Lord 🙏🏼❤️ଜଣାଉଛି 🙏🏼🙏🏼। ଆଊ ଏକ odia Christian Devotional Song" BHARI BHALA LAGE MO JISHU NAMO **….. ଯାହାର Full Studio Version NIRAB DIGAL OFFICIAL YOUTUBE CHANNEL ରେ ମୁକ୍ତିଲାଭ କରାଗଲା.... ପ୍ରଭୁଙ୍କର! ଗୌରବ ନିମନ୍ତେ ସୁସମାଚାର ଉପରେ ଆଧାରିତ ଆଉ ଗୋଟେ ଗୀତ ପ୍ରସ୍ତୁତି ନିମନ୍ତେ ପ୍ରଭୁ ସାହାଯ୍ୟ କଲେ । ଗୀତଟି କୁ ବହୁତ ସୁନ୍ଦର ଭାବରେ ଗାଇଛନ୍ତି NIRAB DIGAL || ଭାରି ଭଲ ଲାଗେ ମୋ ଯୀଶୁ ନାମ ଭାରି ଭଲ ଲାଗେ ମୋ ଯୀଶୁ ନାମ ତୁମୋ ଠାରେ ମୋ ମନ ତୁମୋ ବିନା ବୃଥା ମୋ ଜୀବନ ସମର୍ପିଚି ମୋ ମନ ପ୍ରାଣ ଭାରି ଭଲ ଲାଗେ....... 1) ହୃଦୟର ଭାଷା ଭୂଜି ପାର ପ୍ରଭୃ ଦୂର କର ମୋ ଦୁଃଖ ତୁମ ଛଡ଼ା ପ୍ରଭୁ କେହି ନୁହେ ମୋର ଚୌଦିଗ ମୋ ଅନ୍ଧାର ଆ... ଆ...... ଆ........ ଆ.........(2ଟାଇମ) ତୁମୋ ଠାରେ ମୋ ମନ ପାଇଗଲି ନୂଆ ଜୀଵନ.. ଭାରି ଭଲ ଲାଗେ 2) ଅବୁଝା ଏ ମନ ପାପରେ ଡୁବିତ କ୍କ୍ଷେନିକ ସୁଖ ଅଭିଳlସେ ସଂସାର ପ୍ରେମରେ ବନ୍ଧା ଏ ଜୀବନ ମାନ ସନମାନ ପାଇଁ ତୁମୋ ବାକ୍ୟ କେଡ଼େ ଉତ୍ତମ ମଧୁ ଠାରୁ ମନରମୋ ଭାରି ଭଲ ଲାଗେ..... ( END) ଗୀତଟି ଅତ୍ୟନ୍ତ ମଧୁର ଓ ମନଲୋଭା ହୋଇଛି, ଥରେ ଶୁଣନ୍ତୁ ଆଶା କରୁ ଏହି ଗୀତ ପ୍ରତ୍ୟେକଙ୍କୁ ଭଲ ଲାଗିବ ଏଣୁ ଆପଣଙ୍କୁ ଅନୁରୋଧ ଏହି ସୁନ୍ଦର ଗୀତ ଯେପରି ଅନେକଙ୍କ ନିକଟ କୁ ପହଂଚିବ ସେଥୂପାଇ, LIKE SHARE and SUBSCRIBE କରିବାକୁ ଭୁଲିବେନି||Praise The Lord ✝️✝️ #bharibhalalage #humansagar #newchristianodiasong #sambalpurisong #nirabdigal #trendingsong #viralsong 🔥 New Odia Devotional Christian Song 🎹 Song Credits :- ଭାରି ଭଲ ଲାଗେ ମୋ ଯିଶୁ ନାମ✝️💗 🎤 Singer: Nirab Digal 📝 Lyrics:- Srabana Digal 🎶🎸 Music Arrangement :- Bapi Samal 👍 PRODUCER :- Amosh Digal 🎹 MAST & MIX:- Bikash Chandra Sahu 🙏🏼 Composition :- Saroj Nayak & Srabana Digal 📸💻 Dop & Edit https://www.instagram.com/https_rinku... 🙏🏼❤️ Special thanks:-Pitara Digal Ajaya Digal Sidhanta Digal Samson Digal Amosh Digal Samir Digal Nikhila Digal Manoj Digal” !! ANTI PIRACY WARNING !! This contains copyright NIRAB DIGAL OFFICIAL YOUTUBE CHANNEL any Anauthorized reproduction redistribution, re-uplod (audio or video) is strictly prohibited of this material legal action will be taken againsthose who violate this copyright material presented. #bhari Bhala Lage #humansagar #odiasong #sambalpuri #trending #viral #music #gospel