Перейти к содержимому

ବାଜିଲା DJ! ଭୁଶୁଡ଼ିଲା ଛାତ, ଜଣେ ମୃତ | Odisha Reporter

Odisha Reporter

0:00 / 0:00

ବାଜିଲା DJ! ଭୁଶୁଡ଼ିଲା ଛାତ, ଜଣେ ମୃତ | Odisha Reporter

3 083 просмотра · 2 часа назад
Odisha Reporter
2,98 млн подписчиков
3 083 просмотра · 2 часа назад
ଜଟଣୀ ଗଣେଶ ଭସାଣରେ ଅଘଟଣ। ବିକଟାଳ DJ ସାଉଣ୍ଡ ଥରାଇଲା ଘର। ଭୁଶୁଡ଼ିଲା କଂକ୍ରିଟ ତାଜା। ୧୪ରୁ ଉର୍ଦ୍ଧ ଗୁରୁତର ହୋଇ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ଗୁରୁତର ମାନେ ଭସାଣି ଦେଖିବାକୁ ଆସିଥିବା ବେଳେ ଜଟଣୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିକଟରେ ବ୍ୟାଙ୍କର ଦୁଇ ମହଲାର ତାଜା ଭୁଶୁଡ଼ିଯିବା ଫଳରେ ଘଟିଯାଇଛି ଏହି ଅଘଟଣ। #Jatani #GaneshVisarjan #OdishaNews #BreakingNews #GaneshChaturthi #DJSound #Accident Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter