32 ହଜାର ସ୍କୁଲ ପିଲାଙ୍କ ନାହିଁ ଆଧାର…କରିବେ କଣ ? | Odisha Reporter
Odisha Reporter
0:00 / 0:00
32 ହଜାର ସ୍କୁଲ ପିଲାଙ୍କ ନାହିଁ ଆଧାର…କରିବେ କଣ ? | Odisha Reporter
5 956 просмотров · 1 месяц назад
Odisha Reporter
2,99 млн подписчиков
5 956 просмотров · 1 месяц назад
32 ହଜାର ସ୍କୁଲ ପିଲାଙ୍କ ନାହିଁ ଆଧାର…କରିବେ କଣ ? | Odisha Reporter
ସ୍କୁଲ ଆସୁଛନ୍ତି, ପାଠ ବି ପଢୁଛନ୍ତି; ହେଲେ ସରକାରୀ ଖାତାରେ ଏଯାଏଁ ହୋଇପାରିନି ସେମାନଙ୍କ ଡିଜିଟାଲ୍ ପରିଚୟ। କୋରାପୁଟ ଜିଲ୍ଲାରେ ବାଲବାଟିକାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୭୫ ହଜାର ୯୨୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ୩୨ ହଜାରରୁ ଅଧିକ ପିଲାଙ୍କ ପାଖରେ ଆଧାର କାର୍ଡ ହିଁ ନାହିଁ। ଅର୍ଥାତ୍ ପ୍ରତି ୯ ଜଣ ପିଲାରେ ଜଣେ ଏବେ ବି ଆଧାର ବିହୀନ।
#odishareporter #koraput #students
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter