କୋରାପୁଟ୍ ଖାଇଯିବ ଆଦାନୀ ... ସେ କାହିଁକି ଏଠାକୁ ଆସୁଛନ୍ତି ? Adani Group expanding its presence in Koraput
Pratidin TV
0:00 / 0:00
କୋରାପୁଟ୍ ଖାଇଯିବ ଆଦାନୀ ... ସେ କାହିଁକି ଏଠାକୁ ଆସୁଛନ୍ତି ? Adani Group expanding its presence in Koraput
29 219 просмотров · 1 мес. назад
Pratidin TV
1,77 млн подписчиков
29 219 просмотров · 1 мес. назад
କୋରାପୁଟ୍ ଖାଇଯିବ ଆଦାନୀ ... ସେ କାହିଁକି ଏଠାକୁ ଆସୁଛନ୍ତି ? କୋରାପୁଟର ନନ୍ଦପୁର ଅଞ୍ଚଳରେ ଥିବା ବାଲ୍ଲାଡା ବକ୍ସାଇଟ୍ ବ୍ଲକରେ ଆଦାନୀ ଗ୍ରୁପ୍ ଖଣି ଖନନ କରିବ। ଏଥିରୁ ବକ୍ସାଇଟ୍ ବାହାର କରି କମ୍ପାନୀର ଆଲୁମିନା ରିଫାଇନେରୀକୁ ପଠାଯିବ।ଆଦାନୀ ଗ୍ରୁପ୍ ଗୋପାଳପୁର ବନ୍ଦରରୁ କୋରାପୁଟର ଜୟପୁର ପର୍ଯ୍ୟନ୍ତ ଏକ ବଡ଼ ଅର୍ଥନୈତିକ କରିଡର (ରାସ୍ତା ଓ ରେଳପଥ) ତିଆରି କରିବାକୁ ପ୍ରସ୍ତାବ ଦେଇଛି। ଏହା ଦ୍ୱାରା ଯାତାୟାତ ସମୟ ୯ ଘଣ୍ଟାରୁ କମି ପ୍ରାୟ ୩.୫ ଘଣ୍ଟା ହୋଇଯିବ। Adani Group expanding its presence in Koraput
#AdaniInOdisha #Koraput #OdishaDevelopment #BauxiteMining #KoraputNews
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha