ହେ ମୋର ଜୀବନ ସ୍ୱାମୀ || HE MORA JIBANA SWAMI (New Odia Chorus) SAMEER PRADHAN || AMIR PRADHAN
SADANANDA DASH
0:00 / 0:00
ହେ ମୋର ଜୀବନ ସ୍ୱାମୀ || HE MORA JIBANA SWAMI (New Odia Chorus) SAMEER PRADHAN || AMIR PRADHAN
28 478 просмотров · 3 месяца назад
SADANANDA DASH
12,7 тыс. подписчиков
28 478 просмотров · 3 месяца назад
ତୁମ ସେବାରେ ଏଇ ଜୀବନ
ହେଇଯାଉ ଅସ୍ତଗାମୀ
ହେ ମୋର ଜୀବନ ସ୍ୱାମୀ
ହେ ମୋର ଜୀବନ ସ୍ୱାମୀ
ତୃଷ୍ନା ଆତୁର ଏ ଭବ ସଂସାର,
ତୁମ ସ୍ପର୍ଶ ଯେବେ ପାଏ
ଭ୍ରାନ୍ତ ପଥିକ ଦଗ୍ଧ ପରାଣୁ
ଅବଶୋଷ ମେଣ୍ଟିଯାଏ
ପ୍ରେମ ପୀୟୁଷ ପ୍ରାଣ ବଲ୍ଲଭ
ତୁମେ ପରା ଅନ୍ତର୍ଯ୍ୟାମୀ
ହେ ମୋର ଜୀବନ ସ୍ୱାମୀ
ହେ ମୋର ଜୀବନ ସ୍ୱାମୀ
ଶୀତଳ ଚନ୍ଦନ ସୁବାସ ପରାଏ
ଭରିଅଛ ମମ ଚିତ୍ତେ
ପୂର୍ଣ୍ଣ ଚନ୍ଦ୍ରମା ସାଜିଛ ଜୀବନେ
ଅମା ଅନ୍ଧକାର ରାତେ
ଜାଗିଛି ହୃଦେ ପ୍ରୀତି ସ୍ପନ୍ଦନ
ତୁମରି ପଦେ ପ୍ରଣମି
ହେ ମୋର ଜୀବନ ସ୍ୱାମୀ
ହେ ମୋର ଜୀବନ ସ୍ୱାମୀ
LYRICS & MUSIC : SAMEER PRADHAN