ସେ ଏଡ଼େ ବଦମାସ୍ ଜାଣିଥିଲେ, କେବେବି ମନୋଜକୁ ୨ୟ ଥର ବାହା ହେଇନଥାନ୍ତି! wife brings cheating allegation, Bbsr
Pratidin TV
0:00 / 0:00
ସେ ଏଡ଼େ ବଦମାସ୍ ଜାଣିଥିଲେ, କେବେବି ମନୋଜକୁ ୨ୟ ଥର ବାହା ହେଇନଥାନ୍ତି! wife brings cheating allegation, Bbsr
61 070 просмотров · 3 мес. назад
Pratidin TV
1,77 млн подписчиков
61 070 просмотров · 3 мес. назад
ସେ ଏଡ଼େ ବଦମାସ୍ ଜାଣିଥିଲେ, କେବେବି ମନୋଜକୁ ୨ୟ ଥର ବାହା ହେଇନଥାନ୍ତି ! ସୁନା ନେଇ ୨ୟ ସ୍ବାମୀ ମନୋଜ ଫେରାର, ପଶ୍ଚାତାପ ରେ ସ୍ତ୍ରୀ ପୂଜା ! ରାଜଧାନୀ ରେ ସ୍ତ୍ରୀ ର 20 ଲକ୍ଷ ଟଙ୍କା ର ସୁନା ଅଳଙ୍କାର ନେଇ ସ୍ୱାମୀ ଫେରାର। ଏମିତି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖର ପୁର ଥାନା ଅନ୍ତର୍ଗତ ମହାବୀର ବସ୍ତିରେ । ସୁନିମୀୟା ନାୟକ ନାମକ ଏକ ମହିଳା ତାଙ୍କର ପ୍ରଥମ ସ୍ୱାମୀ ଙ୍କ ସହ ବିବାହ ବିଚ୍ଛେଦ ହେବାପରେ 9 ବର୍ଷ ହେବ ମନୋଜ କୁମାର ଦାଶ ଙ୍କ ସହ ପ୍ରେମ ବିବାହ କରିଥିଲେ। ବିବାହ କରି ମହାବୀର ବସ୍ତିରେ ରହୁଥିଲେ। 8 ବର୍ଷ ପରେ ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହେଉଥିଲା। ପରବର୍ତ୍ତୀ ସମୟରେ ମନୋଜ ସ୍ତ୍ରୀ ସୁନିମୀୟା ଙ୍କ ସୁନା ଅଳଙ୍କାର ଓ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।ମନୋଜ ଜଣେ ରାଜନେତା ଙ୍କ ର ଗାଡ଼ି ଚଳାଉଥିବାରୁ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି କହିଛନ୍ତି ସୁନିମୀୟା ନାୟକ।ଏନେଇ କଂଗ୍ରେସ ନେତା ଭକ୍ତ ଦାସ ଙ୍କୁ ମଧ୍ୟ ଭେଟିଛନ୍ତି କିନ୍ତୁ ନିଜର ସୁନା ମିଳିପାରିନାହିଁ wife brings cheating allegation against husbad CSpur
#bhubaneswarnews #cheating #chandrasekharpur #secondmarriage
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha