Перейти к содержимому

ପୁଣି ଅଶାନ୍ତ ଗଞ୍ଜାମ, ଗଙ୍ଗାପୁର ଗ୍ରାମରେ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ,୩ ଆହତ ! attack case in ganjam

Pratidin TV

0:00 / 0:00

ପୁଣି ଅଶାନ୍ତ ଗଞ୍ଜାମ, ଗଙ୍ଗାପୁର ଗ୍ରାମରେ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ,୩ ଆହତ ! attack case in ganjam

8 101 просмотр · 2 недели назад
Pratidin TV
1,77 млн подписчиков
8 101 просмотр · 2 недели назад
ପୁଣି ଅଶାନ୍ତ ଗଞ୍ଜାମ, ଗଙ୍ଗାପୁର ଗ୍ରାମରେ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ,୩ ଆହତ ! ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗଙ୍ଗାପୁର ଗ୍ରାମରେ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଘ ହୋଇଛି । ଏଥିରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ତିନିଜଣ ଆହାତ ହୋଇଥିବା ଖବର ମିଳିଛି ।ଦୁଇ ଗୁରୁତର ବ୍ୟକ୍ତି ଜୁର ନାହାକ ଏବଂ ଅକ୍ଷୟ ନାହାକ ହୋଇଥିବା ବେଳେ ଉଭୟଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଜଣେ ବ୍ୟକ୍ତି ଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟଜଣ ଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି । attack case in ganjam #attackcase #ganjam #odisha #peatidintv #crime #policecase Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha