କିଡନୀ ରୋଗର ଲକ୍ଷଣ କ’ଣ ? ଜାଣନ୍ତୁ ଚିକିତ୍ସା | Kidney Disease Early Symptoms in Odia | Dr. Priyabrata Das
Precaution For Health
0:00 / 0:00
କିଡନୀ ରୋଗର ଲକ୍ଷଣ କ’ଣ ? ଜାଣନ୍ତୁ ଚିକିତ୍ସା | Kidney Disease Early Symptoms in Odia | Dr. Priyabrata Das
24 629 просмотров · 6 дней назад
Precaution For Health
351 тыс. подписчиков
24 629 просмотров · 6 дней назад
ଆପଣଙ୍କ କିଡନୀ ସୁସ୍ଥ ଅଛି ତ? 🩺 କିଡନୀ ଖରାପ ହେବା ପୂର୍ବରୁ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଦିଏ? କେବଳ ଲକ୍ଷଣ ନଥିଲେ କି କିଡନୀ ସୁସ୍ଥ ବୋଲି ଧରିନେବା ଠିକ୍?
କିଡନୀ ରୋଗକୁ କେମିତି ଚିହ୍ନିବେ? ଜାଣନ୍ତୁ ଲକ୍ଷଣ ଓ ଚିକିତ୍ସା
👨⚕️ Dr. Priyabrata Das
🏥 Sushrusa Healthcare, Khandagiri, Bhubaneswar
📞 6370511060
କିଡନୀ ଆମ ଶରୀରର ଏକ ଅତ୍ୟନ୍ତ ଜରୁରୀ ଅଙ୍ଗ। କିନ୍ତୁ ଅନେକ ସମୟରେ କିଡନୀ ରୋଗର ପ୍ରାରମ୍ଭିକ ଅବସ୍ଥାରେ ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ। ତେଣୁ ସମୟରେ ଯାଞ୍ଚ ଓ ସଚେତନତା ଅତ୍ୟନ୍ତ ଜରୁରୀ।
ଏହି ବିଶେଷ Health Interview ରେ Dr. Priyabrata Das, Urologist & Renal Transplant Surgeon ଙ୍କଠାରୁ ଜାଣନ୍ତୁ କିଡନୀ ସ୍ୱାସ୍ଥ୍ୟ ସମ୍ପର୍କିତ ଜରୁରୀ ତଥ୍ୟ।
🎯 ଏହି ଭିଡିଓରେ ଜାଣନ୍ତୁ:
✅ କିଡନୀ ଖରାପ ହେବାର ପ୍ରାରମ୍ଭିକ ଲକ୍ଷଣ କ’ଣ?
✅ ପରିସ୍ରାରେ ଫେଣ ହେବା କିଡନୀ ରୋଗର ଲକ୍ଷଣ କି?
✅ ଗୋଡ଼, ମୁହଁ କିମ୍ବା ଆଖି ଫୁଲିବାର କାରଣ କ’ଣ?
✅ କିଡନୀ ସୁସ୍ଥ ଅଛି କି ନାହିଁ କେମିତି ଜାଣିବେ?
✅ କିଡନୀ ପରୀକ୍ଷା ପାଇଁ କେଉଁ ରକ୍ତ ଓ ପରିସ୍ରା ଟେଷ୍ଟ ଜରୁରୀ?
✅ Creatinine ଓ eGFR ଟେଷ୍ଟ କ’ଣ ସୂଚନା ଦିଏ?
✅ କିଡନୀ ସୁସ୍ଥ ରଖିବା ପାଇଁ କେଉଁ ଅଭ୍ୟାସ ଆପଣାଇବେ?
✅ କିଡନୀ ରୋଗରୁ ବଞ୍ଚିବା ପାଇଁ କ’ଣ ସାବଧାନତା ଆବଶ୍ୟକ?
💬 ଆପଣଙ୍କ ପାଇଁ ପ୍ରଶ୍ନ: ଆପଣ ଶେଷ ଥର କେବେ କିଡନୀ ଯାଞ୍ଚ କରାଇଥିଲେ? କମେଣ୍ଟରେ ନିଜ ମତ ଜଣାନ୍ତୁ।
📢 ଏହି ଜରୁରୀ ସ୍ୱାସ୍ଥ୍ୟ ସୂଚନାକୁ ନିଜ ପରିବାର, ସାଙ୍ଗସାଥୀ ଓ ଆତ୍ମୀୟଙ୍କ ସହ SHARE କରନ୍ତୁ। ଆପଣଙ୍କ ଗୋଟିଏ SHARE କାହାକୁ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିପାରେ।
🔔 ଏପରି ଉପଯୋଗୀ ସ୍ୱାସ୍ଥ୍ୟ ସୂଚନା, ଡାକ୍ତରଙ୍କ ସାକ୍ଷାତକାର ଓ Health Podcast ଦେଖିବା ପାଇଁ Precaution For Health କୁ Subscribe କରନ୍ତୁ।
Precaution For Health – Odisha’s Digital Health Channel
#KidneyDisease #KidneyHealth #KidneyFailure #KidneySymptoms #KidneyCare #OdiaHealthTips #OdiaHealth #HealthAwareness #PrecautionForHealth #DrPriyabrataDas
#KidneyHealth #KidneyDisease #କିଡନୀରୋଗ #କିଡନୀସୁସ୍ଥଅଛିତ #DrPriyabrataDas #OdiaHealthTips #OdiaHealth #KidneyFailureSymptoms #KidneyTest #PrecautionForHealth
Disclaimer: This video is for health education and awareness only. It is not a substitute for professional medical advice, diagnosis, or treatment. Consult a qualified healthcare professional for personal medical concerns.
---------------Let’s Stay Connected-------------------
Connect with us:
Website: https://www.mohealth.co.in
Facebook: / precautionfo.... .
Twitter: / precautionfh. .
WhatsApp: https://chat.whatsapp.com/LDqLIwLOfZ0....
Precaution For Health ଦ୍ବାରା ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲ ଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ " Precaution For Health " ର YouTube Channelକୁ Subscribe କରନ୍ତୁ ଓ Bell ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I