Перейти к содержимому

ପ୍ରଦୀପ ପାଣିଗ୍ରାହୀ, ସିଦ୍ଧାନ୍ତ ଓ ସମୀର ଦାସ, ପ୍ରଭାତୀ ପରିଡ଼ା ଛକାପଂଝା ଚାଲିଛି ! Why BJD made a mistake ?

Pratidin TV

0:00 / 0:00

ପ୍ରଦୀପ ପାଣିଗ୍ରାହୀ, ସିଦ୍ଧାନ୍ତ ଓ ସମୀର ଦାସ, ପ୍ରଭାତୀ ପରିଡ଼ା ଛକାପଂଝା ଚାଲିଛି ! Why BJD made a mistake ?

57 654 просмотра · 1 мес. назад
Pratidin TV
1,77 млн подписчиков
57 654 просмотра · 1 мес. назад
ପ୍ରଦୀପ ପାଣିଗ୍ରାହୀ, ସିଦ୍ଧାନ୍ତ ଓ ସମୀର ଦାସ, ପ୍ରଭାତୀ ପରିଡ଼ା ଛକାପଂଝା ଚାଲିଛି ! BJP କୁ ଯେଉଁ BJD ନେତା ଯାଇଥିଲେ ସେମାନଙ୍କ ଅବସ୍ଥା ଏବେ ଭଲ ନାହିଁ ! ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ଏବଂ ପରେ ଅନେକ ବରିଷ୍ଠ BJD ନେତା ଦଳ ଛାଡ଼ି BJP ରେ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରେ କିଛି ନେତା ନିର୍ବାଚନ ଜିତି ମନ୍ତ୍ରୀ କିମ୍ବା ବିଧାୟକ ହୋଇଥିବା ବେଳେ, ଅନ୍ୟ କେତେକ ନେତାଙ୍କୁ ଦଳ ଭିତରେ ସାଂଗଠନିକ ଗୁରୁତ୍ୱ କିମ୍ବା ଆଶା ମୁତାବକ ପଦବୀ ମିଳିନାହିଁ। ଏହି କାରଣରୁ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ସମସ୍ତ ଦଳବଦଳକାରୀ ନେତାଙ୍କ ସ୍ଥିତି ଏବେ ସମାନ ନାହିଁ। Why BJD made a mistake ? #OdishaPolitics #BJDOdisha #BJPOdisha #PoliticalAnalysis #NaveenPatnaik Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha