Exclusive Interview With Trans Women Aisha Panda || Transgender || Love||OR
Odisha Reporter
0:00 / 0:00
Exclusive Interview With Trans Women Aisha Panda || Transgender || Love||OR
74 371 просмотр · 1 г. назад
Odisha Reporter
2,99 млн подписчиков
74 371 просмотр · 1 г. назад
ସୋସିଆଲ ମିଡିଆ ଖୋଲିଲା ମାତ୍ରେ , ଯେଉଁ ଚେହେରା ଆପଣଙ୍କ ସାମ୍ନାକୁ ଆସେ, ସେହି ସୁନ୍ଦରୀ ଜଣକ ଆମ ସାମ୍ନାରେ ବସିଛନ୍ତି। ହଁ ଦର୍ଶକ ବନ୍ଧୁ , ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମର ଅତିଥି ହେଉଛନ୍ତି ଆଇଶା ପଣ୍ଡା । ସେ କିନ୍ନର ସତ କିନ୍ତୁ ତାଙ୍କ ପାଇଁ ଟୋକା ପାଗଳ । ପାଞ୍ଚ ବର୍ଷ ଲିଭ୍ ଇନ ରିଲେସନସିପ୍ରେ ରହିବା ପରେ, ଏମିତି କଣ ହେଲା ଯେ, ସବୁ କିଛି ଗଡ଼ବଡ଼ ହେଇଗଲା ? ଅଶୋକ ପଣ୍ଡାରୁ ଆଇଶା ପଣ୍ଡା ସାଜିଥିବା ଏ ସୁନ୍ଦରୀ କିନ୍ନରଙ୍କ ମୁହଁରୁ ଶୁଣିବା, କିଛି ଅକୁହା କଥା । Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: https://www.instagram.com/odisharepor... #ExclusiveInterview #AishaPanda #Transgender #podcast #AshokPanda #Instagram