ମାତ୍ର ₹10/-ରେ ଇଡଲି 😍 ବଲାଙ୍ଗୀରର ଏହି ଦୋକାନର ୪ ପ୍ରକାର ଚଟଣୀ ଖାଇଛନ୍ତି କି? 🔥 | Odia Food Vlog
Odisha Food Explorer
0:00 / 0:00
ମାତ୍ର ₹10/-ରେ ଇଡଲି 😍 ବଲାଙ୍ଗୀରର ଏହି ଦୋକାନର ୪ ପ୍ରକାର ଚଟଣୀ ଖାଇଛନ୍ତି କି? 🔥 | Odia Food Vlog
53 281 просмотр · 7 дн. назад
Odisha Food Explorer
200 подписчиков
53 281 просмотр · 7 дн. назад
ମାତ୍ର ₹30/-ରେ ଇଡଲି ପ୍ଲେଟ୍ 😍 ବଲାଙ୍ଗୀରର ଏହି ଦୋକାନର ୪ ପ୍ରକାର ଚଟଣୀ ଖାଇଛନ୍ତି କି? 🔥 | Odia Food Vlog
🔥 ବଲାଙ୍ଗୀରରେ ଏମିତି ଇଡଲି ଦୋକାନ ଦେଖିଛନ୍ତି କି? 😍
ବଲାଙ୍ଗୀର Vishal Mega Mart ପାଖରେ ଥିବା Idli Vidli – Aashrita Tiffin Corner ରେ ମିଳୁଛି ସୁଆଦିଆ ଇଡଲି, ଉପମା ଓ ଅନ୍ୟାନ୍ୟ ଟିଫିନ୍। ❤️
ଏଠାରେ ଇଡଲି ସହ ମିଳୁଛି ଭଲ କ୍ୱାଲିଟିର ସାମ୍ବର ଓ ୪ ପ୍ରକାରର ଚଟଣୀ! 😋
🥥 ନଡ଼ିଆ ଚଟଣୀ
🍅 ଟମାଟୋ ଚଟଣୀ
🥜 ବାଦାମ ଚଟଣୀ
🌶️ ଗ୍ରୀନ୍ ଚିଲି ଚଟଣୀ
ଚଟଣୀର ଘନତା ଭଲ ରହିଛି ଏବଂ ସ୍ୱାଦ ମଧ୍ୟ ଜବରଦସ୍ତ! 🤤
💰 ଦାମ୍:
👉 ୧ ପିସ୍ ଇଡଲି – ₹୧୦
👉 ପ୍ଲେଟ୍ ଇଡଲି – ₹୩୦
ଦାମ୍ ଟିକେ ଅଧିକ ଲାଗିପାରେ, ହେଲେ ଚଟଣୀର ଭାରାଇଟି ଓ ସ୍ୱାଦ କେମିତି ଅଛି, ଭିଡିଓ ଦେଖି ନିଶ୍ଚୟ କମେଣ୍ଟରେ ଜଣାନ୍ତୁ! ❤️
📍 Location: Idli Vidli – Aashrita Tiffin Corner
Near Vishal Mega Mart, Balangir, Odisha.
ଭିଡିଓଟି ଭଲ ଲାଗିଲେ LIKE 👍, SHARE ❤️ ଓ SUBSCRIBE 🔔 କରିବାକୁ ଭୁଲିବେନି।
ଆପଣଙ୍କୁ କେଉଁ ଚଟଣୀ ସବୁଠାରୁ ଅଧିକ ପସନ୍ଦ? କମେଣ୍ଟରେ ଜଣାନ୍ତୁ! 👇
#BalangirStreetFood #IdliVidli #BalangirFood #OdishaStreetFood #OdiaFoodVlog #OdiaFoodBlogger #Idli #SouthIndianFood #StreetFoodIndia #Balangir #VishalMegaMart #FoodVlog #OdiaVlogger #ChutneyLovers #IndianStreetFood
Balangir food vlog, Balangir street food, Idli Vidli Balangir, Vishal Mega Mart Balangir food, Best idli in Balangir, Balangir tiffin center, Balangir breakfast place, Aashrita Tiffin Corner Balangir, Odisha street food vlog, Sambalpuri food vlog, Balangir famous idli, Thick chutney idli Balangir, Balangir food review, Best South Indian breakfast Balangir
Idli Vidli Balangir, Balangir Vishal Mega Mart food,Odisha street food, Odia food vlog, Aashrita Tiffin Corner, Idli price in Balangir, South Indian food Odisha, idli with four chutneys, thick chutney idli, upma in Balangir, tomato chutney, badam chutney, green chilli chutney, Sambhar idli, Odisha food blogger, Balangir famous food, ଓଡ଼ିଆ ଫୁଡ୍ ଭ୍ଲଗ୍, ବଲାଙ୍ଗୀର ଷ୍ଟ୍ରିଟ୍ ଫୁଡ୍