Перейти к содержимому

ଭୁବନେଶ୍ୱରର ନୂଆ DCP କିଏ ହେବେ? // Bhubaneswar DCP // odisha 24 live

Odisha24 Live

0:00 / 0:00

ଭୁବନେଶ୍ୱରର ନୂଆ DCP କିଏ ହେବେ? // Bhubaneswar DCP // odisha 24 live

16 224 просмотра · 7 дней назад
Odisha24 Live
2,79 тыс. подписчиков
16 224 просмотра · 7 дней назад
ଭୁବନେଶ୍ୱରର ନୂଆ DCP କିଏ ହେବେ? ରାଜ୍ୟ ସରକାର ମୀନାଙ୍କ ଇସ୍ତଫା ଗ୍ରହଣ କରିବା ପରେ ଏବେ ଭୁବନେଶ୍ୱର DCP ପଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ନୂଆ DCP ଚୟନ ପାଇଁ ରେସରେ ଥିବା ୪ ଯୁବ IPS ଅଧିକାରୀଙ୍କ ନାଁକୁ ନେଇ ଆଲୋଚନା ଚାଲିଛି। ଚର୍ଚ୍ଚାରେ ଥିବା ଅଧିକାରୀଙ୍କ ମଧ୍ୟରେ କେନ୍ଦୁଝର SP, ବ୍ରହ୍ମପୁର SP, ଅନୁଗୁଳ SP ଏବଂ କଟକ SP ରହିଛନ୍ତି। ତେବେ ଏହି ରେସରେ ପ୍ରତୀକ ସିଂଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ଭୁବନେଶ୍ୱରର ନୂଆ DCP ଭାବେ କାହାକୁ ଦାୟିତ୍ୱ ଦେବେ ରାଜ୍ୟ ସରକାର? ଏବେ ସମସ୍ତଙ୍କ ନଜର ସରକାରଙ୍କ ବଡ଼ ନିଷ୍ପତ୍ତି ଉପରେ। ଏହି ଖବରର ସମ୍ପୂର୍ଣ୍ଣ ଅପଡେଟ୍ ପାଇଁ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। #BhubaneswarDCP #DCPRace #PrateekSingh #IPSOfficer #BhubaneswarPolice #OdishaPolice #OdishaNews #BhubaneswarNews #IPS #PoliceNews #OdishaGovernment #BreakingNews #LatestNews #OdiaNews #Odisha24Live #ଭୁବନେଶ୍ୱରDCP #ପ୍ରତୀକସିଂ #ଓଡ଼ିଶାପୋଲିସ