ବଣିଆଟାଙ୍ଗୀ ଗାଁ ରେ ମିଳିଲା ରାସନ ,ଖୁସୀରେ ସରପଞ୍ଚଙ୍କୁ ମିଠା ଖୁଆଇଲେ ଗ୍ରାମବାସୀ ! Khordha News
Pratidin TV
0:00 / 0:00
ବଣିଆଟାଙ୍ଗୀ ଗାଁ ରେ ମିଳିଲା ରାସନ ,ଖୁସୀରେ ସରପଞ୍ଚଙ୍କୁ ମିଠା ଖୁଆଇଲେ ଗ୍ରାମବାସୀ ! Khordha News
4 760 просмотров · 1 мес. назад
Pratidin TV
1,77 млн подписчиков
4 760 просмотров · 1 мес. назад
ବଣିଆଟାଙ୍ଗୀ ଗାଁ ରେ ମିଳିଲା ରାସନ ,ଖୁସୀରେ ସରପଞ୍ଚଙ୍କୁ ମିଠା ଖୁଆଇଲେ ଗ୍ରାମବାସୀ ! ଖୋର୍ଦ୍ଧା ବ୍ଲକ ବାଜପୁର ପଞ୍ଚାୟତ ଅଧୀନ ବଣିଆଟାଙ୍ଗୀ ଗ୍ରାମର ହରିଜନ ଠାରୁ ଆରମ୍ଭ କରି ସାଧାରଣ ଗରିବ ବର୍ଗ ଲୋକଙ୍କ ଦୀର୍ଘ ଦିନର ସମସ୍ୟା ର ସମାଧାନ ହେଲା ନିଜ ଗାଁ ରେ ନିଜ କଣ୍ଟ୍ରୋଲ ଚାଉଳ ପାଇଲେ ଯାହାକୁ ନେଇ ଗ୍ରାମବାସୀ ଙ୍କ ଖୁସି କହିଲେ ନ ସରେ l ଏହି ଶ୍ରେୟ ଦେଇଛନ୍ତି ସରପଞ୍ଚ ଙ୍କୁ l ସୂଚନା ଅନୁସାରେ ଗରିବଙ୍କ ଦରଦୀ ବନ୍ଧୁ ଭାବେ ବାଜପୁର ଗ୍ରାମ ପଞ୍ଚାୟତବାସୀଙ୍କ ନିକଟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସରପଞ୍ଚ କେଦାରେଶ୍ୱର ପୃଷ୍ଟି। ପଞ୍ଚାୟତବାସୀଙ୍କ ପ୍ରତ୍ୟକ ସମସ୍ୟାକୁ ନିଜ ସମସ୍ୟା ଭାବି ତାହାର ସମାଧାନ ପାଇଁ ଉଦ୍ୟମ କରୁଥିବାରୁ ସେ କେବେ ପୁଅ, କେବେ ଭାଇ ଓ କେବେ ସାଙ୍ଗ ଭଳି ଲୋକଙ୍କ ପାଖରେ ଠିଆ ହେଉଥିବା ଗ୍ରାମବାସୀ କହିଛନ୍ତି। Rations received in village.,Khordha #Khordha #Rationissue #villagers
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha