ଅଟୋ ସଂଘ vs ପୋଲିସ
Odisha24 Live
0:00 / 0:00
ଅଟୋ ସଂଘ vs ପୋଲିସ
15 920 просмотров · 2 недели назад
Odisha24 Live
2,88 тыс. подписчиков
15 920 просмотров · 2 недели назад
ଅଟୋ ସଂଘ vs ପୋଲିସ
ଆନ୍ଦୋଳନ ନାଁରେ ଢ଼େଲାପଥର ମାଡ଼ । ଲାଠି ଚାର୍ଜ, ଭଙ୍ଗାରୁଜା, ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଂଟିନ୍ । ଅନ୍ଲାଇନ୍ ଅଟୋ ଡ୍ରାଇଭରଙ୍କ ଉନ୍ମତକାଣ୍ଡ । ଲୋୟର ପିଏମ୍ଜି ଓ ମାଷ୍ଟର କ୍ୟାଂଟିନ୍ ଛକରେ ଜୋରଦାର ପ୍ରତିବାଦ କଲା ଅଟୋ ଚାଳକ ସଂଘ । ଟେକା ପଥର ମାଡ଼ ସହିତ ଭାଙ୍ଗିଲେ ଆମ ବସ୍ । ରାଜଧାନୀରେ ତୀବ୍ର ହେଲା ଅନ୍ଲାଇନ୍ ଅଟୋ ସଂଘର ଆନେ୍ଦାଳନ । ଡ୍ରାଇଭର ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ ଆନେ୍ଦାଳନକାରୀ । ଏହାସହ ୧୦ରୁ ଅଧିକ ଆମ ବସ୍କୁ ପଥର ମାଡ଼ କରି ଭଙ୍ଗାରୁଜା କରିଛନ୍ତି ।ଭୁବନେଶ୍ୱରରେ ଭୟଙ୍କର ସ୍ଥିତି | Huge Protest at Lower PMG Bhubaneswar: Agitation Causes High Tension
A major protest broke out at Lower PMG in Bhubaneswar, creating intense drama and disruption. Watch the latest news report on the key demands, police presence, and ground updates from the demonstration site.
#Bhubaneswar #MasterCanteen #LowerPMG #AutoDriversProtest #OnlineAutoDrivers #AutoDriversAssociation #BhubaneswarProtest #OdishaProtest #ProtestNews #StonePelting #LathiCharge #PoliceVsProtesters #AmaBus #AmaBusOdisha #BusVandalism #VehicleVandalism #BhubaneswarNews #OdishaNews #OdiaNews #BreakingNews #LatestNews #GroundReport #BhubaneswarLive #OdishaLive #OdiaNewsUpdate #TrendingNews #ViralNews #YouTubeIndia
🏷️ Tags