Перейти к содержимому

ସୁଡଙ୍ଗ ସାଜିଲା ଢାଲ, ୯ଦିନ ପରେ ହେଲେ ଜୀବନ୍ତ ଉଦ୍ଧାର || Odisha 24 Live

Odisha24 Live

0:00 / 0:00

ସୁଡଙ୍ଗ ସାଜିଲା ଢାଲ, ୯ଦିନ ପରେ ହେଲେ ଜୀବନ୍ତ ଉଦ୍ଧାର || Odisha 24 Live

23 просмотра · 2 дня назад
Odisha24 Live
2,97 тыс. подписчиков
23 просмотра · 2 дня назад
ସୁଡଙ୍ଗ ସାଜିଲା ଢାଲ, ୯ଦିନ ପରେ ହେଲେ ଜୀବନ୍ତ ଉଦ୍ଧାର ନେପାଳରେ ବନ୍ୟା ବିଭୀଷିକା ଧୋଇ ଦେଇଥିଲା ଅନେକ ଲୋକଙ୍କର ଆଶା । ଅନେକ ନିଜ ପ୍ରିୟଜନଙ୍କୁ ହରେଇ ଥିବା ବେଳେ । ଏବେ ମଧ୍ୟ ନିଖୋଜ ଅଛନ୍ତି ହଜାର ହଜାର ଲୋକ । ତେବେ ପ୍ରକୃତିର ଏହି କରାଳ ତାଣ୍ଡବରେ ନଅ ଦିନ ପରେ ଦୁଇ ଜୀବନ ଜୀବିତ ଉଦ୍ଧାର ହେବା ଘଟଣା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟକରିଛି । ନେପାଳରେ ଘଟିଥିବା ଫ୍ଲାସଫ୍ଲଡ ପରେ ଲୋକମାନଙ୍କୁ ଉଦ୍ଧାର କରିବା ଥିଲା ଗୋଟେ ବଡ଼ ସଙ୍ଘର୍ଷ । ଏହାରି ଭିତରେ ତ୍ରିଶୂଳୀ -୩ଏ ହାଇଡ୍ରୋପାୱାର ପ୍ରକଳ୍ପର ସୁଡଙ୍ଗ ଭିତରୁ ଜୀବନ୍ତ ଉଦ୍ଧାର ହୋଇଛନ୍ତି ଦ୍ୁଇ ଶ୍ରମିକ । ନେପାଳର ବନ୍ୟାଗ୍ରସ୍ଥ ସୁଡଙ୍ଗ ଭିତରୁ ଉଦ୍ଧାରକାରୀମାନେ ଶବ୍ଦ ଶୁଣିଥିଲେ । ପରେ ତ୍ରିଶୂଳୀ -୩ଏ ହାଇଡ୍ରୋପାୱାର ପ୍ରକଳ୍ପରେ ଉଦ୍ଧାରକାର୍ଯ୍ୟ ଜୋରଦାର କରାଯାଇଥିଲା । #NepalFlood #FlashFlood #NepalFloods #RescueOperation #Trishuli3A #HydropowerProject #NepalNews #FloodRescue #MiracleRescue #RescueMission #BreakingNews #Nepal #FloodVictims #Survivors #LatestNews