Перейти к содержимому

ପୂଜା ଓଷା ବ୍ରତ କଲେ କଣ ଫଳ ମିଳେ ? Bhitiri Katha 107 | Narayan Mishra | Odisha 365 | Bhaba

ODISHA 365

0:00 / 0:00

ପୂଜା ଓଷା ବ୍ରତ କଲେ କଣ ଫଳ ମିଳେ ? Bhitiri Katha 107 | Narayan Mishra | Odisha 365 | Bhaba

17 452 просмотра · 2 года назад
ODISHA 365
2,85 млн подписчиков
17 452 просмотра · 2 года назад
ପୂଜା ଓଷା ବ୍ରତ କଲେ କଣ କିଛି ଫଳ ମିଳେ, ଆଉ ଯେଉଁ ମାନେ ଏସବୁ କରୁ ନାହାନ୍ତି ସେମାନଙ୍କର କଣ ହେଉଛି? ମୂର୍ତ୍ତି ପୂଜା ଆଉ ବିନା ମୂର୍ତ୍ତି ପୂଜା ମଧ୍ୟରେ କିଛି ପ୍ରଭେଦ ଅଛି କି? ଭଗବାନ ପ୍ରାପ୍ତି ନିମନ୍ତେ ପୂଜା ପାଠର ଆବଶ୍ୟକତା କେତେ? ସତ୍ ମାର୍ଗରେ ଯିବାକୁ ଚାହୁଁଥିଲେ କଣ କରିବାକୁ ପଡ଼ିବ | କଣ ସବୁ କାମ କଲେ କେଉଁ ଫଳ ମିଳେ ? ଭଲ କର୍ମ କରି ମଧ୍ୟ ଭୋଗିବାକୁ ପଡ଼ୁଛି କାହିଁକି ? କେଉଁ କର୍ମର ଫଳ ବଦଳାଇ ହେବନି ? କଣ କର୍ମ କଲେ ସିଦ୍ଧିଲାଭ ହେବ ? ପ୍ରଭୁଙ୍କ ନିମନ୍ତେ ଭୋଗ ନୈବେଦ୍ୟ ଦେଲେ ସୁଫଳ ମିଳେ କି? ----------------- How to Do Good Karma ? Obstacles in Bhaba ? ---------------- ଏଥର ନାରାୟଣ ମିଶ୍ରଙ୍କ ଭିତିରି କଥା ହେବ ଏକ ଆଧ୍ୟାତ୍ମିକ ପରିବେଶ, ଯାହା ଆପଣଙ୍କୁ ସତ ମାର୍ଗରେ ଚାଲିବ ପାଇଁ ପ୍ରେରଣା ଦେବ | ଏହି ଭିଡ଼ିଓ ମାଧ୍ୟମରେ ଆପଣ ପାଇ ପାରିବେ ଜୀବନ ବଞ୍ଚିବାର ସରଳ ମାର୍ଗ ? ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ସମାଧାନ ପାଇବେ ଏହି ଭିଡ଼ିଓରୁ | ଯଦି ଆପଣଙ୍କ ଜୀବନର କିଛି ସମସ୍ୟାର ସମାଧାନ ନେଇ ମନରେ ପ୍ରଶ୍ନ ଥାଏ ଭିଡ଼ିଓ କମେଣ୍ଟରେ ପଚାରିଲେ ଆଗାମୀ ଅଧ୍ୟାୟ ଗୁଡିକରେ ଏହାର ସରଳ ଉପାୟ ପାଇ ପାରିବେ | ଭିଡ଼ିଓଟି ଧ୍ୟାନର ସହ ଦେଖନ୍ତୁ ଆଉ ନିଜ ଜୀବନରେ ଏହାକୁ ଅନୁସରଣ କରନ୍ତୁ ଜୟ ଜଗନ୍ନାଥ ---------- Narayan Mishra Bhitiri Katha Odisha 365 ---------- Bhaba #bhaba #bhitirikatha #narayanmishra #odisha365 #namasankirtanam #jayjagannath #jayjagannathstatus #jayjagannathawhatsappvideo