ପୋଲିସ ଡରୁଛି, କ'ଣ ପଚାରିବ? | The Quiver News
THE Quiver News
0:00 / 0:00
ପୋଲିସ ଡରୁଛି, କ'ଣ ପଚାରିବ? | The Quiver News
2 437 просмотров · 9 ч назад
THE Quiver News
288 тыс. подписчиков
2 437 просмотров · 9 ч назад
#ପୋଲିସ_ଡରୁଛି_କଣ_ପଚାରିବ?
ବିଦେଶରୁ ଫେରି ଓଡ଼ିଶା ଆସିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ଶନିବାର ମହାପ୍ରଭୁଙ୍କ ଦର୍ଶନ କରି ଆସିଛନ୍ତି । କଲେଜ ସଂସଦ ନିର୍ବାଚନରେ ବିଜେଡିର ସଫଳତା ପରେ ସେ ପୁଣି ଥରେ ପଦାକୁ ବାହାରିଛନ୍ତି । ତେବେ ସେ ଓଡ଼ିଶା ଆସିଲେ, ଥାନାରେ ହାଜର ହେବେ ବୋଲି କହିଥିଲେ । ଏବେ ଓଡ଼ିଶା ଆସିବା ଦୁଇଦିନ ହେଲାଣି । ତଥାପି ତାଙ୍କୁ ପୋଲିସ ଡାକୁନାହିଁ । ପୋଲିସ କାଳେ ପାଣ୍ଡିଆନଙ୍କୁ ଡ଼ରୁଛି । କ'ଣ ପଚାରିବ ତାହା ବି ଧାର୍ଯ୍ୟ କରିପାରୁନାହିଁ । ଯାହାଙ୍କ ଆଗପଛରେ ଆଇପିଏସ ମାନେ ଡଇଁ ଡଇଁ ହେଉଥିଲେ, ତାଙ୍କୁ ଥାନାକୁ ଡାକି ଜେରା କରିବାର ଦମ କମିଶନରେଟରେ ନଥିବା କୁହାଯାଉଛି ।
#thequiver #thequivernews #latestnews #todaynews #viralvideo #VKPandian #OdishaPolice #CapitalThana #BhubaneswarNews #BJD #OdishaPolitics #CMOFileCase #Bhubaneswar #OdishaLatestNews #CommissioneratePolice #PandianInOdisha #PoliticalRow #OdishaNewsUpdate #PandianInterrogation #OdishaCrimeNews #AshwiniVaishnaw #IPSOdisha #OdishaGovernance #BJDLeader #CurrentAffairsOdisha #BhubaneswarDiaries #OdishaStateNews
The Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "The Quiver News" in YouTube! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: https://thequiver.in/
Follow us in LinkedIn: / thequivernews
#thequiver #thequivernews #odishapolitics