Перейти к содержимому

Juga abatara Dayala Thakura.Reenarani Pradhan. Music- Bibhu Prasad Nanda.Amiya Kumar Pradhan#new

REENARANI PRADHAN OFFICIAL YOUTUBE

0:00 / 0:00

Juga abatara Dayala Thakura.Reenarani Pradhan. Music- Bibhu Prasad Nanda.Amiya Kumar Pradhan#new

9 830 просмотров · 1 мес. назад
REENARANI PRADHAN OFFICIAL YOUTUBE
1,7 тыс. подписчиков
9 830 просмотров · 1 мес. назад
🎵 Swara Udvash Music Presents: A New Devotional Bhajan 🎵On the auspicious occasion of the birth anniversary of Param Premamay Sri Sri Thakur Anukulchandra, we bring you a soulful and divine musical offering to fill your heart with peace and devotion.🎤 Singer: Reenarani Pradhan🎼 Music Composer: Bibhu Prasad Nanda🎬 Producer: Amiya Kumar Pradhan🎶 Banner: Swara Udvash MusicLike, Share, and Subscribe to the Reenarani Pradhan Official channel for more spiritual and devotional music. Don't forget to press the bell icon 🔔 to stay updated! Lyrics:- ରଚନା- ରୀନାରାଣୀ ପ୍ରଧାନ ୧୨-୦୭-୨୬ ଯୁଗ ଅବତାର ଦୟାଲ ଠାକୁର×୨ ଆଗମନେ ତୁମ ଧନ୍ଯ ଏ ସଂସାର, ତାଳନବମୀର ପୂଣ୍ୟ ପ୍ରଭାତରେ, ମାତା ମନମୋହନୀ ଶିବ ଚନ୍ଦ୍ର ଘରେ, ଜନମ ଲଭିଲ ପ୍ରେମର ଠାକୁର, ଆଲୋକିତ କରି ହିମାୟିତପୁର ।। ଠ।। ଫୁଲର ସୁବାସେ ତୁମରି ମହକ, ପକ୍ଷୀ କାକଳୀ ରେ ତବ ସ୍ତବକ ×୨ (filler) ସମୀର ପ୍ରବାହେ ତୁମରି ପୁଲକ, ଝରଣା ସ୍ବନ ରେ ତୁମ ଝଲକ×୨ ମିଟାଇ ଦେବାକୁ ଘନ ଅନ୍ଧକାର ମାନବ ରୂପରେ ଆସ ବାରବାର, ପରମପୁରଷ ଜଗତ ଇଶ୍ବର ×୨ ।।୧।। ଅନ୍ତର୍ଯ୍ୟାମୀ ନାଥ ଜୀବନ୍ତ ଜାଗ୍ରତ, ଧରିଛ ଜୀବନେ ଦୀନ ଜନ ହାତ×୨ (filler) ଦୂରେଇ ଦେଇଛ ସକଳ ବିପଦ, ଦେଇ ସତନାମ ସୁରତ ଶବଦ ଭକତ ଜନର ଭାବ ବୁଝି ପାର, ପ୍ରଭୁ ପରାତ୍ପର ମହିମା ଅପାର, ତୁମ ନାମ ପ୍ରେମେ ଜଗତ ବିଭୋର ×୨ ।। ୨।। _________________________________    • KAHIBI KAHIBI BHABUCHI PRABHU HEY.REENARAN...      • Ghana tamasha ra buku Chiri.Reenarani Prad...      • Mu Jani Nathili. Reenarani Pradhan.Babaji ...