ବଜାରେ ଶଙ୍ଖ ବଜା ଆଜି ନାଚିବେ ଦୟାଲ ରାଜା - Bajare Shankha Baja - Singer : Smt. Kaushalya Behera
Spiritual and Peace
0:00 / 0:00
ବଜାରେ ଶଙ୍ଖ ବଜା ଆଜି ନାଚିବେ ଦୟାଲ ରାଜା - Bajare Shankha Baja - Singer : Smt. Kaushalya Behera
14 757 просмотров · 7 дней назад
Spiritual and Peace
16 тыс. подписчиков
14 757 просмотров · 7 дней назад
The video titled Bajajare Shankha Baja Aji Nachibe Dayala Raja is a devotional musical piece that features continuous traditional instrumentation and singing.
The content focuses on a rhythmic and spiritual performance, characterized by repetitive melodies and chanting, commonly associated with bhajan (devotional) music traditions.
Key highlights include:
Musical Atmosphere: The video maintains a consistent, meditative, and celebratory tempo throughout, using traditional percussion and instruments.
Devotional Chanting: Throughout the track, there are repeated references to "Hari Bolo" and themes of dancing in devotion.
Structure: The video follows a steady, rhythmic structure suitable for prayer or spiritual reflection, with instrumental interludes interspersed with vocal sections .
Lyric of Song :
ବଜାରେ ଶଙ୍ଖ ବଜା
ଲେଖକ : ଶ୍ରୀମତୀ କୌଶଲ୍ୟା ବେହେରା, ବିଶାଖାପାଟଣା
------------
ବଜାରେ ଶଙ୍ଖ ବଜା..ଆଜି ନାଚିବେ.. ଦୟାଲ ରାଜା..
ହରିବୋଲ ହୁଳହୁଳି.. ସଙ୍ଗେଦିଅ କରତାଳି
ଆଜି ନାଚିବେ.. ଆହା ନାଚିବେ.. ଦୟାଲ ରାଜା ll1ll
ରାଧା ନାମେ ବାଇହୋଇ.. ଦୟାଲ ନାଚନ୍ତି ଥେଇ ଥେଇ
ଜୟ ଗୁରୁ ଜୟ ଗୁରୁ ବୋଲି.. ଭକ୍ତ ଦିଅନ୍ତି ଜୟ ଧ୍ୱନି..
ଆଜି ନାଚିବେ.. ଓହୋ ଆଜି.. ନାଚିବେ ଦୟାଲ ରାଜା ll2ll
ମୋହିନୀ ମାତାର ରଙ୍କନିଧି.. ଭାବଗ୍ରାହୀ ସେ କରୁଣାନିଧି
ସତନାମେ ଅଛି ମହାନନ୍ଦ.. ଜପିଲେ ପାଇବୁ ମକରନ୍ଦ
ଆଜି ନାଚିବେ.. ଓହୋ ଆଜି.. ନାଚିବେ ଦୟାଲ ରାଜା ll3ll
ଭାଦ୍ରବ ମାସେ ଆଗମନ.. ମୋ ଦୟାଲଙ୍କର ଜନ୍ମଦିନ
ଭକ୍ତ ପାଳନ୍ତି ହୋଇ ମଗ୍ନ..ସାରା ବିଶ୍ୱରେ ଜୟଗାନ
ଆଜି ଉଡ଼ୁଛି.. ଓହୋ ଉଡ଼ୁଛି.. ଆହା ଉଡ଼ୁଛି ଅନୁକୂଳ ଧ୍ବଜା..ll4ll
ବଜାରେ ଶଙ୍ଖ ବଜା.. ଆଜି ନାଚିବେ ଦୟାଲ ରାଜା
ହରିବୋଲ ହୁଳହୁଳି.. ସଙ୍ଗେଦିଅ କରତାଳି
ଆଜି ନାଚିବେ ଆହା ନାଚିବେ ଦୟାଲ ରାଜା ll5ll