ଗୁରୁ ଦିବସରେ ସପ୍ରାଇଜ୍ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ | Odisha Reporter
Odisha Reporter
0:00 / 0:00
ଗୁରୁ ଦିବସରେ ସପ୍ରାଇଜ୍ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ | Odisha Reporter
7 411 просмотров · 8 часов назад
Odisha Reporter
2,98 млн подписчиков
7 411 просмотров · 8 часов назад
ଗୁରୁ ଦିବସରେ ସପ୍ରାଇଜ୍ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ
ଶିକ୍ଷକଙ୍କ ଦାବିକୁ ନେଇ ଶୁବଶୀଘ୍ର ବଡ ଘୋଷଣା କରି ପାରନ୍ତି ସରକାର । ଗୁରୁଦିବସ ପୂର୍ବରୁ ଶିକ୍ଷକଙ୍କୁ ଗୁରୁ ଦକ୍ଷିଣା ଦେଇ ପାରନ୍ତି ମୋହନ ମାଝୀ । କାରଣ ଶିକ୍ଷକ ଆନ୍ଦୋଳନକୁ ନେଇ ଗଠନ ହୋଇଥିବା 5 ଜଣିଆ ସ୍ବତନ୍ତ୍ର କମିଟି ତାର ଚୂଡାନ୍ତ ରିପୋର୍ଟ ଦେବ । ମିଳିଥିବା ସୂଚନା ଅନୁଯାୟୀ ପୂର୍ବତନ ପ୍ରଶାସକ ଅଶୋକ ତ୍ରିପାଠୀଙ୍କ ଅଧକ୍ଷତାରେ ଗଠିତ କମିଟି ଏହା ମଧ୍ୟରେ ଶିକ୍ଷକ ଆନ୍ଦୋଳକୁ ନେଇ 68ଟି ପରାମର୍ଶ ଦେଇ ସାରିଛି । ଆଉ ବାକି 11 ଟି ପରାମର୍ଶ ଅଗଷ୍ଟ 31 ସୁଦ୍ଧା ସରକାରଙ୍କ ପାଖରେ ଦାଖଲ ହେବ ।
#odishareporter #teacher #teacherprotest #protest
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter