Перейти к содержимому

ଆମେ ଦେଖିଛୁ, 6 ମିନିଟ୍‌ରେ ବୁଡ଼ିଗଲା ଜାହାଜ | Odisha Reporter

Odisha Reporter

0:00 / 0:00

ଆମେ ଦେଖିଛୁ, 6 ମିନିଟ୍‌ରେ ବୁଡ଼ିଗଲା ଜାହାଜ | Odisha Reporter

9 076 просмотров · 15 часов назад
Odisha Reporter
2,98 млн подписчиков
9 076 просмотров · 15 часов назад
ଆମେ ଦେଖିଛୁ, 6 ମିନିଟ୍‌ରେ ବୁଡ଼ିଗଲା ଜାହାଜ ଓସେନ ୱିନର ସମୁଦ୍ରର ଗଭୀର ଜଳରାଶିରେ ବୁଡିଯାଇ ସବୁଦିନ ପାଇଁ ଅଦୃଶ୍ୟ ହୋଇଗଲା। ୮ ଦିନର ସର୍ଚ୍ଚ ଅପରେସନ ସତ୍ତ୍ବେ କିଛି ଖବର ମିଳିଲାନି। ବୋଝେଇ ହୋଇଥିବା ଓଦା ଲୁହାପଥର ଗଭୀର ସମୁଦ୍ର ଭିତରେ ଜାହାଜକୁ ଅସ୍ଥିର କରିଥିଲା। ଜାହାଜ ଦୋହଲିବା ସମୟରେ ଲୁହାପଥର ଗୋଟିଏ ପଟକୁ ଢଳି ପଡିଥିଲା। ଆଉ ୬ ମିନିଟ ଭିତରେ ବୁଡିଯାଇଥିଲା। ବିଶେଷଞଙ୍କ କହିବା କଥା ପୁରୁଣା ଜାହାଜର ରକ୍ଷଣାବେକ୍ଷଣର ଅଭାବ ଥିଲେ ମଧ୍ୟ ଜାହାଜ ବୁଡିଯିବା ସମ୍ଭାବନା ଅଧିକ ଥାଏ। ଏମଭି ଓସେନ ୱିନର୍ ୧୯୯୮ ମସିହାରେ ନିର୍ମିତ ହୋଇଥିଲା। #odishareporter #ship #sea #update Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter