୪ କୋଟି ହାୱାଲା ଟଙ୍କା ଜବତ | Odisha Reporter
Odisha Reporter
0:00 / 0:00
୪ କୋଟି ହାୱାଲା ଟଙ୍କା ଜବତ | Odisha Reporter
3 526 просмотров · 7 ч назад
Odisha Reporter
2,99 млн подписчиков
3 526 просмотров · 7 ч назад
୪ କୋଟି ହାୱାଲା ଟଙ୍କା ଜବତ
ପିକ୍ଅପ୍ ଭ୍ୟାନରୁ ମିଳିଛି ପୁଳାପୁଳା ଟଙ୍କା। ସିକ୍ରେଟ ଚ୍ୟାମ୍ବରରେ ଚାଲାଣ ହେଉଥିଲା ନଗଦ ଟଙ୍କା। ହେଲେ ଛତିଶଗଡ଼ର ଦୁର୍ଗ ଅନ୍ତର୍ଗତ ଖୁରସିପର ଅଞ୍ଚଳରେ ଚାଲିଥିବା ଯାଞ୍ଚ ବେଳେ ପୁଲିସ୍ ସବୁ ଖେଳରେ ପାଣି ପକାଇ ଦେଇଛି। ଭ୍ୟାନରେ ଅତ୍ୟନ୍ତ ଗୁପ୍ତ ଭାବେ ଚାଲାଣ ହେଉଥିବା ନଗଦ ୪ କୋଟି ଟଙ୍କାକୁ ପୁଲିସ୍ ଜବତ କରିଛି।
#odishareporter #crime #sized
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter