ଯୁଗ ଯୁଗ ଧରି ଶ୍ରୀମନ୍ଦିର ସୁରକ୍ଷାରେ ପ୍ରତିହାରୀ | Jibana Jagannath Podcast | Ep - 6 | Raghunath Gochhikar
Shree Jagannath Dham
0:00 / 0:00
ଯୁଗ ଯୁଗ ଧରି ଶ୍ରୀମନ୍ଦିର ସୁରକ୍ଷାରେ ପ୍ରତିହାରୀ | Jibana Jagannath Podcast | Ep - 6 | Raghunath Gochhikar
11 606 просмотров · 2 месяца назад
Shree Jagannath Dham
46 тыс. подписчиков
11 606 просмотров · 2 месяца назад
ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଏବଂ ଶତାବ୍ଦୀ ଶତାବ୍ଦୀ ଧରି ମହାପ୍ରଭୁଙ୍କ ସେବାରେ ନିୟୋଜିତ ପ୍ରତିହାରୀ ନିଯୋଗର ଅକୁହା ଇତିହାସକୁ ନେଇ ଆସୁଛି ଆମ ସ୍ୱତନ୍ତ୍ର ପୋଡକାଷ୍ଟ "ଜୀବନ ଜଗନ୍ନାଥ" (Jibana Jagannath) ର ଏକ ସ୍ୱତନ୍ତ୍ର ଅଧ୍ୟାୟ।
ଏହି ଶନିବାର ଆମ ସହ ସ୍ୱତନ୍ତ୍ର ଅତିଥି ଭାବେ ଯୋଡ଼ି ହେଉଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ପ୍ରତିହାରୀ ସେବକ ରଘୁନାଥ ଗୋଛିକାର।
✨ ଆଲୋଚନାର ମୁଖ୍ୟ ବିଷୟ: "ଯୁଗ ଯୁଗ ଧରି ଶ୍ରୀମନ୍ଦିର ସୁରକ୍ଷାରେ ପ୍ରତିହାରୀ"
🎙️ ଉପସ୍ଥାପନା (Host): ମଧୁସୂଦନ ମିଶ୍ର (Madhusudan Mishra)
👤 ଅତିଥି: ବରିଷ୍ଠ ପ୍ରତିହାରୀ ସେବକ ରଘୁନାଥ ଗୋଛିକାର (Raghunath Gochhikar)
⏰ ଦେଖିବାକୁ ଭୁଲିବେନି ପ୍ରତ୍ୟେକ ଶନିବାର ସକାଳ ୯:୦୦ ଟାରେ ଏବଂ ରାତି ୯:୦୦ ଟାରେ। କେବଳ ଶ୍ରୀଜଗନ୍ନାଥ ଧାମ ଟିଭି ଏବଂ ଶ୍ରୀଜଗନ୍ନାଥ ଧାମ YouTube ଚ୍ୟାନେଲ୍ରେ |
⏰ Don't forget to watch every Saturday Morning at 9:00 AM & Night at 9:30 PM. Exclusively on Shree Jagannath Dham TV and Shree Jagannath Dham YouTube Channel.
#JibanaJagannath #TempleHistory #PuriGuardians #SevayatsOfPuri #PratihariSevayat #PratihariNijog #Podcast #JibanaJagannathPodcast #RaghunathGochhikar #MadhusudanMishra #JagannathPuri #Jagannath #LordJagannath #PuriJagannathTemple #OdiaPodcast #OdiaTalkShow #OdiaInterview #ShreeJagannathDham
"ଶ୍ରୀଜଗନ୍ନାଥ ଧାମ" ଚାନେଲରେ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ଦ୍ୱାରଫିଟା, ପ୍ରାତଃ ଆଳତି, ପତାକାଲାଗି, ସନ୍ଧ୍ୟା ଆଳତି ସହିତ ପ୍ରତ୍ୟେକ ଦିନର ନୀତିକାନ୍ତି ଓ ପର୍ବପର୍ବାଣୀର ସିଧାପ୍ରସାରଣ ସକାଳ ୫ଟା ଏବଂ ଅପରାହ୍ନ ୪ଟା ରେ ଦେଖି ପାରିବେ |
👉 Subscribe to our channel to never miss the daily live darshan and divine rituals from Shree Jagannath Dham..
► ପ୍ରତ୍ୟେକ ଦିନ ଜଗନ୍ନାଥ ଧାମରୁ ସିଧାପ୍ରସାରଣ ଦେଖିବା ପାଇଁ : - / @shreejagannathdham1
► Follow Our Page on Facebook :- / profile.php
► Follow us on Instagram :- / shreejagannathdham1
On the “Shree Jagannath Dham” channel, you can watch daily live streaming of Lord Jagannath’s sacred rituals, including Dwara Phita, Mangal Alati, Pataka Lagi, Sandhya Alati, and Everyday temple Niti-Kanti (temple rituals) along with special festivals and celebrations.
📌 Live streaming timings:
🕔 Morning – 5:00 AM
🕓 Evening – 4:00 PM
► To watch daily live streaming from Shree Jagannath Dham, subscribe here:
👉 / @shreejagannathdham1
► Follow us on Facebook:
👉 / profile.php
► Follow us on Instagram:
👉 / shreejagannathdham1
Experience the divine blessings of Mahaprabhu Shree Jagannath from anywhere in the world..🙏