Перейти к содержимому

କେଉଁଠୁ ଆସିଥିଲା ପବିତ୍ର ଦାରୁ ବ୍ରହ୍ମ..? | Jibana Jagannath Podcast | Ep-3 | Dr. Naresh Chandra Das |SJD

Shree Jagannath Dham

0:00 / 0:00

କେଉଁଠୁ ଆସିଥିଲା ପବିତ୍ର ଦାରୁ ବ୍ରହ୍ମ..? | Jibana Jagannath Podcast | Ep-3 | Dr. Naresh Chandra Das |SJD

6 757 просмотров · 3 месяца назад
Shree Jagannath Dham
46 тыс. подписчиков
6 757 просмотров · 3 месяца назад
ଶ୍ରୀଜଗନ୍ନାଥ ସଂସ୍କୃତିର ସେହି ପୁରାତନ ଇତିହାସ, ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାରମ୍ଭ ଏବଂ ମହାପ୍ରଭୁଙ୍କ ଦାରୁ ବିଗ୍ରହ ଗଠନର ସେହି ଅଲୌକିକ ରହସ୍ୟକୁ ନେଇ ଆସୁଛି ଆମର ସ୍ୱତନ୍ତ୍ର ପୋଡକାଷ୍ଟ "ଜୀବନ ଜଗନ୍ନାଥ" (Jibana Jagannath) ର ଆଉ ଗୋଟେ ଏପିସୋଡ୍‌। ଏହି ସଂସ୍କରଣରେ ଆମ ସହ ସ୍ୱତନ୍ତ୍ର ଅତିଥି ଭାବେ ଯୋଡ଼ି ହୋଇଛନ୍ତି ଡ. ନରେଶ ଚନ୍ଦ୍ର ଦାସ। କେମିତି ଆରମ୍ଭ ହୋଇଥିଲା ପ୍ରଥମ ରଥଯାତ୍ରା..? କିଏ କରିଥିଲେ..? କେଉଁଠୁ ଆସିଥିଲା ପବିତ୍ର ଦାରୁ ବ୍ରହ୍ମ..? ଏବଂ କିଏ ବୃଦ୍ଧ ବେଶରେ ଆସି ମହାପ୍ରଭୁଙ୍କ ତ୍ରିମୂର୍ତ୍ତି ଗଠନ କରିଥିଲେ..? ଏହି ସମସ୍ତ ପୌରାଣିକ ତଥ୍ୟ ଓ ରହସ୍ୟ ବିଷୟରେ ଜାଣିବା ପାଇଁ ଦେଖନ୍ତୁ ଏହି ସ୍ୱତନ୍ତ୍ର ଏପିସୋଡ୍‌। 🎙️ ଉପସ୍ଥାପନା (Host): ମଧୁସୂଦନ ମିଶ୍ର (Madhusudan Mishra) 👤 ଅତିଥି (Guest): ଡ. ନରେଶ ଚନ୍ଦ୍ର ଦାସ (Dr. Naresh Chandra Das) ଶ୍ରୀଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରା ପରମ୍ପରାର ଅକୁହା ରହସ୍ୟକୁ ନେଇ ଆସୁଛି ଆମର ଏହି ସ୍ୱତନ୍ତ୍ର ପୋଡକାଷ୍ଟ "ଜୀବନ ଜଗନ୍ନାଥ" ର ଆଉ ଗୋଟେ ଏପିସୋଡ୍‌। ⏰ ଟେଲିକାଷ୍ଟ ସମୟ (Telecast Timings) : ପ୍ରତ୍ୟେକ ଶନିବାର ସକାଳ ୯:୦୦ ଟାରେ ଏବଂ ରାତି ୯:୩୦ ମିନିଟରେ ଦେଖନ୍ତୁ ଏକ ନୂଆ PODCAST, କେବଳ ଶ୍ରୀଜଗନ୍ନାଥ ଧାମ ଟିଭି ଏବଂ ଶ୍ରୀଜଗନ୍ନାଥ ଧାମ YouTube ଚ୍ୟାନେଲ୍‌ରେ | Another exclusive episode of our podcast, "Jibana Jagannath", is coming your way, featuring the ancient history of Lord Jagannath's culture, the origins of the world-famous Rath Yatra, and the divine mysteries behind crafting Mahaprabhu's sacred Daru idols. In this edition, we are joined by our special guest, Dr. Naresh Chandra Das, as our special guest. How did the very first Rath Yatra begin..? Who initiated it..? Where did the sacred Daru Brahma emerge from..? And who was the mysterious person who arrived in the guise of an old man to carve the divine Trimurti..? To uncover all these mythological facts and deep secrets, watch this special episode. 🎙️ Host: Madhusudan Mishra 👤 Guest: Dr. Naresh Chandra Das Another exclusive episode of "Jibana Jagannath" bringing you the untold secrets of Lord Jagannath's culture and Rath Yatra traditions. ⏰ Telecast Timings: Watch a new PODCAST every Saturday at 9:00 AM and 9:30 PM, exclusively on Shree Jagannath Dham TV and the Shree Jagannath Dham YouTube channel. #JibanaJagannath #ShreeJagannathDham #RathYatra #RathYatraHistory #Podcast #JibanaJagannathPodcast #DrNareshChandraDas #MadhusudanMishra #JagannathPuri #Jagannath #LordJagannath #PuriJagannathTemple #OdiaPodcast #OdiaTalkShow #OdiaInterview #PodcastOdisha #SpiritualPodcast "ଶ୍ରୀଜଗନ୍ନାଥ ଧାମ" ଚାନେଲରେ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ଦ୍ୱାରଫିଟା, ପ୍ରାତଃ ଆଳତି, ପତାକାଲାଗି, ସନ୍ଧ୍ୟା ଆଳତି ସହିତ ପ୍ରତ୍ୟେକ ଦିନର ନୀତିକାନ୍ତି ଓ ପର୍ବପର୍ବାଣୀର ସିଧାପ୍ରସାରଣ ସକାଳ ୫ଟା ଏବଂ ଅପରାହ୍ନ ୪ଟା ରେ ଦେଖି ପାରିବେ | 👉 Subscribe to our channel to never miss the daily live darshan and divine rituals from Shree Jagannath Dham.. ► ପ୍ରତ୍ୟେକ ଦିନ ଜଗନ୍ନାଥ ଧାମରୁ ସିଧାପ୍ରସାରଣ ଦେଖିବା ପାଇଁ : -    / @shreejagannathdham1   ► Follow Our Page on Facebook :-   / profile.php   ► Follow us on Instagram :-   / shreejagannathdham1   On the “Shree Jagannath Dham” channel, you can watch daily live streaming of Lord Jagannath’s sacred rituals, including Dwara Phita, Mangal Alati, Pataka Lagi, Sandhya Alati, and Everyday temple Niti-Kanti (temple rituals) along with special festivals and celebrations. 📌 Live streaming timings: 🕔 Morning – 5:00 AM 🕓 Evening – 4:00 PM ► To watch daily live streaming from Shree Jagannath Dham, subscribe here: 👉    / @shreejagannathdham1   ► Follow us on Facebook: 👉   / profile.php   ► Follow us on Instagram: 👉   / shreejagannathdham1   Experience the divine blessings of Mahaprabhu Shree Jagannath from anywhere in the world..🙏