୨୦୦ ଜଣଙ୍କୁ ବଞ୍ଚାଇଥିଲେ... ଦୁବାଇରେ ସମ୍ମାନିତ | Odisha Reporter
Odisha Reporter
0:00 / 0:00
୨୦୦ ଜଣଙ୍କୁ ବଞ୍ଚାଇଥିଲେ... ଦୁବାଇରେ ସମ୍ମାନିତ | Odisha Reporter
226 просмотров · 2 ч назад
Odisha Reporter
2,99 млн подписчиков
226 просмотров · 2 ч назад
୨୦୦ ଜଣଙ୍କୁ ବଞ୍ଚାଇଥିଲେ... ଦୁବାଇରେ ସମ୍ମାନିତ
ମୁଣ୍ଡରେ ଗଭୀର କ୍ଷତ... ମଝି ଆକାଶରେ ସଙ୍କଟର ଛାୟା ଆଉ ସାମ୍ନାରେ ଶହ ଶହ ଯାତ୍ରୀଙ୍କ ଜୀବନ । ନିଜେ ଆହତ ହୋଇଥିଲେ.. ହେଲେ କର୍ତ୍ତବ୍ୟରୁ ପଛକୁ ହଟି ନଥିଲେ। ଯନ୍ତ୍ରଣାକୁ ପଛରେ ପକାଇ ଯାତ୍ରୀଙ୍କ ସୁରକ୍ଷାକୁ ଦେଇଥିଲେ ଗୁରୁତ୍ୱ । ଅସୀମ ସାହସ ଓ କର୍ତ୍ତବ୍ୟନିଷ୍ଠା ପାଇଁ, ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି ଭାରତୀୟ ପାଇଲଟ୍ ସ୍ମିତ ମଛାର ।
#odishareporter #smithmachara #dubai
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter