Перейти к содержимому

କଲେଜ ପରିସରରେ ଅଣ ଛାତ୍ର ପ୍ରବେଶକୁ , ବିରୋଧ କରି bcjd ଛାତ୍ର ପକ୍ଷରୁ ବିକ୍ଷୋଭ ! bcjd Students Protest

Pratidin TV

0:00 / 0:00

କଲେଜ ପରିସରରେ ଅଣ ଛାତ୍ର ପ୍ରବେଶକୁ , ବିରୋଧ କରି bcjd ଛାତ୍ର ପକ୍ଷରୁ ବିକ୍ଷୋଭ ! bcjd Students Protest

1 509 просмотров · 20 часов назад
Pratidin TV
1,77 млн подписчиков
1 509 просмотров · 20 часов назад
କଲେଜ ପରିସରରେ ଅଣ ଛାତ୍ର ପ୍ରବେଶକୁ , ବିରୋଧ କରି bcjd ଛାତ୍ର ପକ୍ଷରୁ କଲେଜ ଗେଟରେ ତାଲା ପକାଇ ବିକ୍ଷୋଭ ! କଲେଜ ପରିସରରେ ଅଣ ଛାତ୍ର ପ୍ରବେଶକୁ ବିରୋଧ କରି bcjd ଛାତ୍ର ପକ୍ଷରୁ କଲେଜ ଗେଟରେ ତାଲା ପକାଇ ବିକ୍ଷୋଭ, ଜଳେଶ୍ୱର ଥାନା ଦୀନକୃଷ୍ଣ ମହା ବିଦ୍ୟାଳୟରେ ଘଟିଛି ଘଟଣା, କଲେଜ ପରିସରରେ ପୋଲିସ, ଜଳେଶ୍ୱର ତହସିଲଦାର ଉପସ୍ଥିତ ରହି ପିଲାମାନଙ୍କୁ ବୁଝା ସୁଝା କରୁଥିବା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜଳେଶ୍ୱର ଥାନା ଦୀନକୃଷ୍ଣ କଲେଜ ପରିସରରେ , ସୂଚନା ଅନୁଯାୟୀ ଆଜି ନମୁନେସ ପ୍ରତ୍ୟାହାର କରିବାର ଦିନ ଥିଲା ବେଳେ bcjd ର vice ପ୍ରେସିଡେଣ୍ଟରେ ନମୁନେସ କରିଥିବା ଛାତ୍ରୀ ଜଣକ ଉଡ୍ରାଲ କରି ବାକୁ ଆସିଥିଲା ବେଳେ ତାଙ୍କ ସହିତ ୪ /୫ ଜଣ ଅଣ ଛାତ୍ର କଲେଜ ପରିସରରେ ପ୍ରବେଶ କରିଥିଲେ ତେବେ କଲେଜ ପରିସରରେ ଅଣ ଛାତ୍ର ପ୍ରବେଶ କରିବାକୁ ବିରୋଧ କରି bcjd ର ଛାତ୍ରଛାତ୍ରୀମାନେ କଲେଜ ଗେଟରେ ତାଲା ପକାଇ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି । bcjd Students Protest ,Balasore #BCJDProtest #JusticeForStudents #BalasoreStudentProtest #OdishaStudentUnion #ChhatraBJD #balasore Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha