Перейти к содержимому

କାନ୍ଧ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି? | Dr Sandeep Lenka on Frozen Shoulder in Odia | Prevention

Swasthya Plus Odia

0:00 / 0:00

କାନ୍ଧ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି? | Dr Sandeep Lenka on Frozen Shoulder in Odia | Prevention

38 661 просмотр · 5 л. назад
Swasthya Plus Odia
808 тыс. подписчиков
38 661 просмотр · 5 л. назад
#ShoulderPain #FrozenShoulder #DoctorAdvice କାନ୍ଧରେ ଯନ୍ତ୍ରଣା ହେବାର ଏକ ପ୍ରମୁଖ କାରଣ ହେଉଛି ଫ୍ରୋଜେନ୍ ସୋଲଡର। ଫ୍ରୋଜେନ୍ ସୋଲଡର ସମସ୍ୟାକୁ ସାଧାରଣରେ ବୁଝିବାକୁ ଗଲେ, କାନ୍ଧ ଖଞ୍ଜାର ମାଂସପେଶୀ ଏକପ୍ରକାରର ଜମାଟବାନ୍ଧି ଯାଏ। ଫଳରେ ହାତ ଚାଳନାରେ ଅସୁବିଧା ସହିତ କଷ୍ଟ ଅନୁଭବ ହୁଏ। ତେବେ ଫ୍ରୋଜେନ୍ ସୋଲଡର କାହିଁକି ହୁଏ? ଏଥିରୁ କେମିତି ମୁକ୍ତି ପାଇବେ? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସନ୍ଦୀପ ଲେଙ୍କା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଫ୍ରୋଜେନ୍ ସୋଲଡର କ’ଣ? (0:00) ଫ୍ରୋଜେନ୍ ସୋଲଡରର ଲକ୍ଷଣ (1:07) ଫ୍ରୋଜେନ୍ ସୋଲଡରର ଆଶଙ୍କା କାହାକୁ ଅଧିକ? (2:11) କାହିଁକି ହୁଏ ଫ୍ରୋଜେନ୍ ସୋଲଡର? (3:39) ଫ୍ରୋଜେନ୍ ସୋଲଡରର ପରୀକ୍ଷଣ (4:35) ଫ୍ରୋଜେନ୍ ସୋଲଡରର ଚିକିତ୍ସା (5:54) ଫ୍ରୋଜେନ୍ ସୋଲଡର ପାଇଁ ଫିଜିଓଥେରାପି (8:39) One of the main causes of shoulder pain is frozen shoulder. Frozen shoulder refers to pain caused in the shoulder due to stiffness in the muscles. As a result, it is difficult to move our arms. So what are the causes of frozen shoulder? Let’s find out from Dr Sandeep Lenka, an Orthopedic Surgeon. In this video, What is Frozen shoulder? (0:00) Symptoms of Frozen shoulder (1:07) Who is at risk of Frozen shoulder? (2:11) Causes of Frozen shoulder (3:39) Diagnosis of Frozen shoulder (4:35) Treatment of Frozen shoulder (5:54) Physiotherapy for Frozen shoulder (8:39) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@odicast.com Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!