ଛାତ୍ରନେତା ପ୍ରାର୍ଥୀ ଙ୍କୁ ଅପହରଣ, BCJD ନେତା ସୁମନ ନନ୍ଦ ଗିରଫ ! Balangir Police arrested BCJD Suman Nanda
Pratidin TV
0:00 / 0:00
ଛାତ୍ରନେତା ପ୍ରାର୍ଥୀ ଙ୍କୁ ଅପହରଣ, BCJD ନେତା ସୁମନ ନନ୍ଦ ଗିରଫ ! Balangir Police arrested BCJD Suman Nanda
1 837 просмотров · 1 день назад
Pratidin TV
1,77 млн подписчиков
1 837 просмотров · 1 день назад
ଛାତ୍ରନେତା ପ୍ରାର୍ଥୀ ଙ୍କୁ ଅପହରଣ, ବିଜୁ ଛାତ୍ର ଜନତା ଦଳ ନେତା ସୁମନ ନନ୍ଦ ଗିରଫ ! ବଲାଙ୍ଗୀରରେ ଏବିଭିପି (ABVP) ଛାତ୍ର ନେତା ଅବିନାଶ ଡୋରାଙ୍କୁ ଅପହରଣ ଓ ଧମକ ଚମକ ଦେବା ଅଭିଯୋଗରେ ବିଜୁ ଛାତ୍ର ଜନତା ଦଳ (BCJD) ର ଜିଲ୍ଲା ସଭାପତି ସୁମନ ନନ୍ଦଙ୍କୁ ପୋଲିସ ଗିରଫ କରିଛି। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ଆୟୋଜିତ 'ହ୍ୱାଟ୍ ଆଇ ଷ୍ଟାଣ୍ଡ ଫର' ବୈଠକ ପରେ ଲକ୍ଷ୍ମୀଜୋର ଥାନା ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାକୁ କେନ୍ଦ୍ର କରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇବା ପରେ ସୁରକ୍ଷା ଦୃଷ୍ଟିରୁ କର୍ତ୍ତୃପକ୍ଷ ନିର୍ବାଚନକୁ ବାତିଲ କରିଦେଇଛନ୍ତି। ଅନ୍ୟପଟେ ବିଜେଡି ଏହି ଗିରଫଦାରୀକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହିବା ସହ ଶାସକ ବିଜେପି ସରକାର ପୋଲିସର ଅପବ୍ୟବହାର କରୁଥିବା ଅଭିଯୋଗ କରିଛି। Balangir Police arrested BCJD Suman Nanda
#BalangirKidnapping #BCJDLeaderArrested #SumanNanda #RajendraUniversity #OdishaStudentUnionElection2026 #ABVP
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha