Перейти к содержимому

ମୋ ନିଃଶ୍ବାସ ଟା ଚାଲେ ଏଠି ତୋ ଇସାରା ରେ । 4k Full Video। Dibyacomedy, Dipanjali & Akhimausi । Babu Babu

Dipanjali music

0:00 / 0:00

ମୋ ନିଃଶ୍ବାସ ଟା ଚାଲେ ଏଠି ତୋ ଇସାରା ରେ । 4k Full Video। Dibyacomedy, Dipanjali & Akhimausi । Babu Babu

507 578 просмотров · 2 года назад
Dipanjali music
21,1 тыс. подписчиков
507 578 просмотров · 2 года назад
ମୋ ନିଃଶ୍ବାସ ଟା ଚାଲେ ଏଠି ତୋ ଇସାରା ରେ । 4k Full Video। Dibyacomedy,Dipanjali & Akhimausi । Babu Babu | #moniswasatachaleethitoisarare #Jagannath #Puri #newyear #Bhajan #dibyacomedy #Dipanjali #akhimausi #jayadevmishra #srimandir Video Credits:- Star Cast - Dibyacomedy,Dipanjali,Akhi Mausi,Sonali,Omm,Jay,Sikana Dop - Raja Edit - Dynamite Films Di - Siju Makeup - Mamata Apa Associate Director - Mantu & Rajat Director - Babu Babu Producer - Rtn Dr. Prasanna Choudhury Spacial Thanks - Suryakant Audio Cradit:- Music & Singer - Jaydev Mishra Lyrics - Jitendra jena Dubbing & mastering -Anjan Bhai ମୁଖୁଡା 💐💐💐💐💐💐💐💐 ଜଗନ୍ନାଥ ମୟ ଲାଗେ ଏ ସାରା ଦୁନିଆ ମୋ ଆଖି ଦେଖିଲେ ତତେ.... ଅନ୍ଧକାର ମୟ ଲାଗେ ଏ ସାରା ଦୁନିଆ ତୋ ବିନା ଯେମିତି ମତେ.... ଏ ଜୀବନ ତୋ ପାଇଁ ଏ ଶରୀର ତୋ ପାଇଁ ଏ ଜନମ ତୋ ପାଇଁ ଏ ମରଣ ତୋ ପାଇଁ ଚାହୁଁନି ମୁଁ ଆଉ କିଛି ତୋ ବିନା ଏ ଜୀବନ ରେ କାଳିଆ ରେ କାଳିଆ ରେ....... ମୋ ନିଶ୍ୱାସ ଟା ଚାଲେ ଏଠି ତୋ ଇସାରା ରେ..//୦// ୧ମ ଅନ୍ତରା 💐💐💐💐💐💐💐💐 ଧନ ଯୋଉବନ ଏଠି ନୁହେଁ ଚିରସ୍ଥାୟୀ ତାକୁ ନେଇ ଏ ମଣିଷ ଗର୍ବ କରେ କାଇଁ ପୁଅ ବୋହୁ ଝିଅ ଜ୍ୱାଇଁ ବନ୍ଧୁ କି ବାନ୍ଧବ ମିଛ ସମ୍ପର୍କ ରେ ଏଠି ଯୋଡ଼ି ଥାନ୍ତି ଭାବ ଏ ସଂସାର ତୋ ପାଇଁ ଏ ବନ୍ଧନ ତୋ ପାଇଁ ଏ ବିଶ୍ଵାସ ତୋ ପାଇଁ ଏ ଭରଷା ତୋ ପାଇଁ.... ଶରଣ ତୁ ଦବୁ ମତେ ତୋ ଛନ୍ଦା ଚରଣରେ.. କାଳିଆ ରେ କାଳିଆ ରେ.... ମୋ ନିଃଶ୍ବାସ ଟା ଚାଲେ ଏଠି ତୋ ଇସାରା ରେ....//୧// ୨ୟ ଅନ୍ତରା 💐💐💐💐💐💐💐💐 ସ୍ବାର୍ଥ ପାଇଁ ଏ ମଣିଷ ହେଇଯାଏ ଅନ୍ଧ ବୁଝେ ନାହିଁ ପାପ ପୁଣ୍ୟ ଭଲ ଆଉ ମନ୍ଦ ଭାବେ ଯାହା ରଖିଛି ମୁଁ ସବୁ କିଛି ମୋର ନିଜ ଶରୀର ବି ଏଠି ନୁହେଁ ତ ନିଜର ଏ ଦୁନିଆ ତୋ ପାଇଁ ଏ ଜଗତ ତୋ ପାଇଁ ଏ ଆକାଶ ତୋ ପାଇଁ ଏ ପୃଥିବୀ ତୋ ପାଇଁ.... ଆପଣାର ଅଛି କିଏ ତୋ ବିନା ଦୁନିଆ ରେ... କାଳିଆ ରେ କାଳିଆ ରେ ମୋ ନିଃଶ୍ବାସ ଟା ଚାଲେ ଏଠି ତୋ ଇସାରା ରେ...//୨// 💐💐💐💐💐💐💐💐