Перейти к содержимому

ଅର୍ଜୁନ ଜାନି ଭଳି ବହୁତ ନିରୀହ ଲୋକ , ଜେଲ୍‌ଦଣ୍ଡ ଭୋଗୁଛନ୍ତି ! SC Acquits Arjun Jani after 22 years

Pratidin TV

0:00 / 0:00

ଅର୍ଜୁନ ଜାନି ଭଳି ବହୁତ ନିରୀହ ଲୋକ , ଜେଲ୍‌ଦଣ୍ଡ ଭୋଗୁଛନ୍ତି ! SC Acquits Arjun Jani after 22 years

8 539 просмотров · 1 месяц назад
Pratidin TV
1,76 млн подписчиков
8 539 просмотров · 1 месяц назад
ଅର୍ଜୁନ ଜାନି ଭଳି ବହୁତ ନିରୀହ ଲୋକ, ଜେଲ୍‌ଦଣ୍ଡ ଭୋଗୁଛନ୍ତି ! ଦୀର୍ଘ ୨୨ ବର୍ଷ କାରାଗାରରେ ବିତାଇବା ପରେ ସୁପ୍ରିମକୋର୍ଟ ନବରଙ୍ଗପୁରର ଅର୍ଜୁନ ଜାନି ଙ୍କୁ ସମସ୍ତ ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ବିନା ଦୋଷରେ ୨୨ ବର୍ଷ ଜେଲ୍ । ତଦନ୍ତ ପ୍ରକ୍ରିୟାକୁ ଭର୍ତ୍ସନା କରିଛନ୍ତି ଉଚ୍ଚ ନ୍ୟାୟାଳୟ। ୨୦୦୪ ମସିହାରେ ଟ୍ରିପଲ୍ ମର୍ଡର୍ ରେ ଅର୍ଜୁନ ଜାନୀ ଙ୍କୁ ଗିରଫ କରି କୋର୍ଟ ପଠାଯାଇଥିଲା। ମିଥ୍ୟା ତଥ୍ୟ o ପ୍ରମାଣ କୋର୍ଟରେ ଦାଖଲ କରି ନିରୀହ କୁ ଦଣ୍ଡ ମିଳିଲା। ଏଠି ପାଈ ତଦନ୍ତକାରୀ ପୋଲିସ ଅଧିକାର ସମ୍ପୂର୍ଣ୍ଣ ଭାବରେ ଦାୟୀ।ତଦନ୍ତ ପ୍ରକ୍ରିୟା ଠିକ୍ ଭାବେ କରିନାହାନ୍ତି , ଠିକ୍ ଚାର୍ଜ ସିଟ୍ ଦେଇନାହାନ୍ତି । ପୂର୍ବରୁ ଅନେକ ଉଦାହରଣ ରହିଛି ନିର୍ଦ୍ଦୋଷ କୁ ଦଣ୍ଡ ମିଳିଛି । ଏଥି ପାଈ ଦାୟୀ କିଏ ତାଙ୍କ ପାଈ କୌଣସି ବ୍ୟବସ୍ଥା ନାହିଁ ।୨୨ବର୍ଷ ପରେ ସର୍ବୋଚ୍ଚ ନ୍ୟାୟାଳୟ କ୍ଲିନ୍ ଚିଟ୍ ଦେଲେ ଅର୍ଜୁନ ଜାନୀ ନିର୍ଦ୍ଦୋଷ । ଏକ ସଂସ୍କାର ଆଇନ ଅଣାଯିବ ଆବଶ୍ୟକ । Supreme Court Acquits Nabarangpur's Arjun Jani after 22 years #ArjunJani #NabarangpurMurderCase #SupremeCourt #IndianJudiciary #CriminalJusticeReform #WrongfulIncarceration #OrissaHighCourt Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha