Перейти к содержимому

ଜ୍ଞାନେଶ କୁମାର ନାର୍କୋ ଟେଷ୍ଟ ହେବା ଦରକାର, ସବୁ ମିଛ ପଦାକୁ ଆସିବ ! Congress protest against CEC Gyanesh ku.

Pratidin TV

0:00 / 0:00

ଜ୍ଞାନେଶ କୁମାର ନାର୍କୋ ଟେଷ୍ଟ ହେବା ଦରକାର, ସବୁ ମିଛ ପଦାକୁ ଆସିବ ! Congress protest against CEC Gyanesh ku.

9 368 просмотров · 1 день назад
Pratidin TV
1,76 млн подписчиков
9 368 просмотров · 1 день назад
ଜ୍ଞାନେଶ କୁମାର ନାର୍କୋ ଟେଷ୍ଟ ହେବା ଦରକାର, ସବୁ ମିଛ ପଦାକୁ ଆସିବ ! ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ଆସିଥିବା ଭୋଟର ତାଲିକା ବିଭ୍ରାଟ ଅଭିଯୋଗକୁ ନେଇ ଆଜି ଭୁବନେଶ୍ୱରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ପକ୍ଷରୁ ଏକ ବିଶାଳ ପ୍ରତିବାଦ ଏବଂ ସିଇଓ (CEO) ଅଫିସ୍ ଘେରାଉ କରାଯାଇଛି ଶତାଧିକ କଂଗ୍ରେସ କର୍ମୀ ହାତରେ ପ୍ଲାକାର୍ଡ ଓ ଦଳୀୟ ପତାକା ଧରି ମୁଖ୍ୟ ନିର୍ବାଚନ କମିଶନରଙ୍କ ଗିରଫଦାରୀ ଓ ଇସ୍ତଫା ଦାବି କରିଛନ୍ତି। ଏହି ସମୟରେ ପୋଲିସ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ମାଧ୍ୟମରେ ବ୍ୟାପକ ଭୋଟ୍ ଚୋରି କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି। ଏହି ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି।Congress protest against CEC Gyanesh kumar. #OdishaCongressProtest #BhubaneswarCEOOffice #GyaneshKumarRow #VoteChoriControversy #ECIRow Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha