Перейти к содержимому

ଭିଟାମିନ୍‌ ‘ଡି’ କାହିଁକି ଜରୁରୀ? | Why is Vitamin D Important for Your Health? | Dr Niroj Kumar Mishra

Swasthya Plus Odia

0:00 / 0:00

ଭିଟାମିନ୍‌ ‘ଡି’ କାହିଁକି ଜରୁରୀ? | Why is Vitamin D Important for Your Health? | Dr Niroj Kumar Mishra

143 808 просмотров · 4 года назад
Swasthya Plus Odia
807 тыс. подписчиков
143 808 просмотров · 4 года назад
#VitaminD #OdiaHealthTips ଆଜିକାଲି ଛୁଆଙ୍କଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କଠାରେ ଭିଟାମିନ୍‌ ଡି’ର ଅଭାବ ଦେଖାଦେଇଥାଏ। ଭିଟାମିନ୍‌ ଡି ଅଭାବରୁ ମାଂସପେଶୀ ଦୁର୍ବଳ, ହାଡ଼ ଦୁର୍ବଳ, ଥକ୍କାପଣ, ମାନସିକ ଅବସାଦ, କେଶ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଆସନ୍ତୁ, ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ରଙ୍କଠାରୁ ଭିଟାମିନ୍‌ ‘ଡି’ କାହିଁକି ଜରୁରୀ? ଏହାର ଅଭାବରେ କ’ଣ କ’ଣ ସମସ୍ୟା ହୋଇପାରେ ଓ କେଉଁ ଖାଦ୍ୟରୁ ଏହି ଅଭାବକୁ ଦୂର କରିହେବ? ସେ ବିଷୟରେ ଜାଣିବା। ଏହି ଭିଡିଓରେ ରହିଛି, ଭିଟାମିନ୍‌ ‘ଡି’ କାହିଁକି ଜରୁରୀ? (0:00) କେଉଁ ଉପାଦାନରୁ ମିଳିଥାଏ ଭିଟାମିନ୍‌ ‘ଡି’? (3:22) ଭିଟାମିନ୍‌ ଡି ଅଭାବ ହେଲେ କ’ଣ ସମସ୍ୟା ହୋଇଥାଏ? (4:48) ଏହାକୁ ଚିହ୍ନିବା ପାଇଁ ପରୀକ୍ଷା (5:54) ଭିଟାମିନ୍‌ ‘ଡି’ର ଅଭାବ ଦୂର କରିବେ କେମିତି? (7:14) ଏହାର ଜଟିଳତା (11:02) Your body must have vitamin D to absorb calcium and promote bone growth. Vitamin D deficiency can lead to muscle weakness, weak bones, fatigue, depression, and hair loss. What are foods that are high in vitamin D? Can vitamin D deficiency be cured? Let's find out what Dr Niroj Kumar Mishra, a Medicine Specialist, has to say. In this Video, Why is vitamin D essential for your body? in Odia (0:00) What are the best sources of Vitamin D? in Odia (3:22) What is Vitamin D deficiency? in Odia (4:48) How is Vitamin D deficiency identified? in Odia (5:54) How to improve Vitamin D deficiency? in Odia (7:14) Complications of Vitamin D deficiency, in Odia (11:02) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@swasthyaplus.com Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!