Перейти к содержимому

ରାଗକୁ କେମିତି କରିବେ କଣ୍ଟ୍ରୋଲ? | Tips for Anger Management in Odia | Dr Satyakam Mohapatra

Swasthya Plus Odia

0:00 / 0:00

ରାଗକୁ କେମିତି କରିବେ କଣ୍ଟ୍ରୋଲ? | Tips for Anger Management in Odia | Dr Satyakam Mohapatra

73 544 просмотра · 4 г. назад
Swasthya Plus Odia
804 тыс. подписчиков
73 544 просмотра · 4 г. назад
#AngerManagement #OdiaHealthTips #DoctorAdvice ରାଗ ବା କ୍ରୋଧ ଯୋଗୁଁ ସାମାଜିକ ତଥା ପାରିବାରିକ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ରାଗ ଯୋଗୁଁ ପାରିବାରିକ ସମ୍ପର୍କ, ବୈବାହିକ ଜୀବନରେ ସମସ୍ୟା ତଥା ବୃତ୍ତିଗତ ଜୀବନରେ ନାନାଦି ସମସ୍ୟା ଉପୁଜିଥାଏ। ତେଣୁ ରାଗକୁ ନିୟନ୍ତ୍ରଣ କରିବା ନିହାତି ଜରୁରୀ। ତେବେ ଆସନ୍ତୁ ଜାଣିବା ରାଗକୁ କେମିତି କରିବେ ନିୟନ୍ତ୍ରଣ ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ। Anger is a completely normal, usually healthy, human emotion. Anger has a detrimental effect on social and family life. Anger can lead to family problems, marital problems, and professional problems. So it is important to control anger. So let's find out how to control your anger from Dr Satyakam Mohapatra, a Neuropsychiatrist. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@odicast.com Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!