🙏🌺 ଡୁଡୁକାର ୨୯ତମ ଦୁର୍ଗା ପୂଜା – ପବିତ୍ର କଳସ ଯାତ୍ରା 🌺🙏#ଡୁଡୁକା#DudukaDiaries #DurgaPuja2026 #KalashYatra
Duduka Diaries
0:00 / 0:00
🙏🌺 ଡୁଡୁକାର ୨୯ତମ ଦୁର୍ଗା ପୂଜା – ପବିତ୍ର କଳସ ଯାତ୍ରା 🌺🙏#ଡୁଡୁକା#DudukaDiaries #DurgaPuja2026 #KalashYatra
1 316 просмотров · 2 нед. назад
Duduka Diaries
905 подписчиков
1 316 просмотров · 2 нед. назад
🙏🌺 ଦୁଡୁକାର ୨୯ତମ ଦୁର୍ଗା ପୂଜା – ପବିତ୍ର କଳସ ଯାତ୍ରା 🌺🙏
ଆମ ଗାଁ ଦୁଡୁକାର ୨୯ତମ ଦୁର୍ଗା ପୂଜା ଅବସରରେ ଆୟୋଜିତ ପବିତ୍ର କଳସ ଯାତ୍ରାର କିଛି ସୁନ୍ଦର ଓ ଭକ୍ତିମୟ ଦୃଶ୍ୟ। 🙏🚩 ମା’ ଦୁର୍ଗାଙ୍କ ଆଗମନରେ ସାରା ଗାଁ ହୋଇଉଠିଛି ଉତ୍ସବମୁଖର। ଭକ୍ତି, ଶ୍ରଦ୍ଧା, ଏକତା ଓ ଆମ ଗାଁର ପରମ୍ପରାକୁ ନେଇ ଏହି ପବିତ୍ର ଯାତ୍ରା ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ। 🌿❤️
🔱 ଜୟ ମା’ ଦୁର୍ଗା! ଜୟ ମା’ ପାଟଣେଶ୍ୱରୀ! 🔱
📹 ଆମ ଗାଁର ପର୍ବପର୍ବାଣୀ, ସଂସ୍କୃତି ଓ ପରମ୍ପରାର ସୁନ୍ଦର ଦୃଶ୍ୟ ଦେଖିବା ପାଇଁ Duduka Diaries କୁ Like, Share ଓ Subscribe କରନ୍ତୁ। ❤️
#ଦୁଡୁକା #୨୯ତମଦୁର୍ଗାପୂଜା #କଳସଯାତ୍ରା #ମାଦୁର୍ଗା #ଜୟମାଦୁର୍ଗା #DudukaDiaries #DurgaPuja2026 #KalashYatra #OdiaVlog #OdishaCulture
Special Thanks To:- Suranjan Naik
🎥:- Motorola Edge 60 Fusion