Maa Pataneswari Kalaparishad Duduka || ନୂଆଁଖାଇ ଭେଟଘାଟ 2026 #Dudukadiaries #sambhalpuribaja #viral
Duduka Diaries
0:00 / 0:00
Maa Pataneswari Kalaparishad Duduka || ନୂଆଁଖାଇ ଭେଟଘାଟ 2026 #Dudukadiaries #sambhalpuribaja #viral
1 135 просмотров · 13 дней назад
Duduka Diaries
876 подписчиков
1 135 просмотров · 13 дней назад
🎶 ଆମର ପାଞ୍ଚରାଶି ଲୋକନାଚ 🎶
ମାଟିର ସୁଗନ୍ଧ, ଗାଁର ମାହୋଲ୍ ଆର୍ ଢୋଲ-ନିଶାନର ତାଲେ ତାଲେ ପାଞ୍ଚରାଶି ନାଚର ମଜା ହିଁ ଅଲଗା। ❤️
ପାଞ୍ଚରାଶି ଆମର ଅଞ୍ଚଲର ଗୁଟେ ପାରମ୍ପରିକ ଲୋକନାଚ। ଇ ନାଚ୍ ଭିତରେ ଆମର ମାଟିର କଳା, ଗାଁର ପରମ୍ପରା ଆର୍ ଆମର ଲୋକସଂସ୍କୃତିର ସୁନ୍ଦର ଝଲକ୍ ଦେଖବାକେ ମିଲସି। 🌿
🤝 ଆୟୋଜନ: ଜୁହାର ପରିବାର, ଦୁଡୁକା 🤝
ଆମର ଗାଁର ଇ ସୁନ୍ଦର ପାରମ୍ପରିକ ଲୋକନାଚର କିଛି ମନ୍ଛୁଆଁ ମୁହୂର୍ତ୍ତ ଆପନମାନକର ଲାଗି ନେଇଆସିଛୁ। ❤️
ଭିଡିଓଟା ଭଲ୍ ଲାଗଲେ Like 👍 Comment 💬 ଆର୍ Subscribe 🔔 କରିକି ଆମର ଗାଁର କଳା ଆର୍ ସଂସ୍କୃତିକେ ଆଗକେ ବଢାବାରେ ସାଥ୍ ଦିଅନ୍ତୁ।
🌾 ଆମର ମାଟି • ଆମର କଳା • ଆମର ପରମ୍ପରା 🌾
#ପାଞ୍ଚରାଶି #ପାଞ୍ଚରାଶିନାଚ #ଜୁହାରପରିବାର #ଦୁଡୁକା #DudukaDiaries #ଲୋକନାଚ #ସମ୍ବଲପୁରୀ #ସମ୍ବଲପୁରୀସଂସ୍କୃତି