ମେଲ୍ ଆସିଛି ଜୁନ 30ରେ ଚାକିରି ଶେଷ | Kendrapara Arogya Mitras Appeal to Government for Reappointment |OR
Odisha Reporter
0:00 / 0:00
ମେଲ୍ ଆସିଛି ଜୁନ 30ରେ ଚାକିରି ଶେଷ | Kendrapara Arogya Mitras Appeal to Government for Reappointment |OR
37 415 просмотров · 4 мес. назад
Odisha Reporter
2,99 млн подписчиков
37 415 просмотров · 4 мес. назад
କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୨୦ରୁ ଅଧିକ ଆରୋଗ୍ୟ ମିତ୍ର ଜିଲ୍ଲାପାଳଙ୍କୁ ଭେଟି ପୁନଃ ନିଯୁକ୍ତି ପାଇଁ ଦାବି କରିଛନ୍ତି । ସେମାନେ ଏକ ଘରୋଇ ସଂସ୍ଥା ମାଧ୍ୟମରେ ଘରୋଇ ହସ୍ପିଟାଲରେ ରହି ପ୍ରଥମେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଆଉ ପରେ ଆୟୁଷ୍ମାନ କାର୍ଡରେ ଆସୁଥିବା ହିତାଧିକାରୀ କେମିତି ବିନା ପଇସାରେ ଚିକିତ୍ସା ପାଇଯିବେ ତଦାରଖ କରୁଥିଲେ। ଚଳିତ ମାସ ୩୦ ତାରିଖ ଯାଏଁ ସେମାନଙ୍କ ଚାକିରି ଶେଷ ହେବାକୁ ଥିବାରୁ ସେମାନେ ପୁନଃନିଯୁକ୍ତି ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter