Перейти к содержимому

ସୁ ସୁ ଗର୍ଜନ କରୁଛି ସମୁଦ୍ର | Odisha Reporter

Odisha Reporter

0:00 / 0:00

ସୁ ସୁ ଗର୍ଜନ କରୁଛି ସମୁଦ୍ର | Odisha Reporter

1 664 просмотра · 11 часов назад
Odisha Reporter
2,98 млн подписчиков
1 664 просмотра · 11 часов назад
ସୁ ସୁ ଗର୍ଜନ କରୁଛି ସମୁଦ୍ର। କେନ୍ଦ୍ରାପଡ଼ା ରାଜନଗର ସାତଭାୟାରେ ସମୁଦ୍ରର ଉଗ୍ର ରୂପ। ପ୍ରାୟ ୨୦୦ ଫୁଟ୍ କୂଳ ଲଙ୍ଘିଛି ସମୁଦ୍ର। ଉଚ୍ଚ ଲହଡ଼ି ମାଡ଼ରେ ଧସିଛି ବାଲିସ୍ତୂପ, ଉପୁଡ଼ି ପଡ଼ିଛି ଗଛ। ଏପଟେ ଜମିରେ ମାଡ଼ିଯାଇଛି ବାଲିଚର। #Satabhaya #Rajnagar #Kendrapada #RoughSea #HighWaves #CoastalErosion #DeepDepression #HeavyRain Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter