Перейти к содержимому

Идёт прямой эфир

Трансляции Youvio пока не открывает — они идут другим способом доставки, чем обычные видео. Записи завершённых эфиров и остальные ролики работают как всегда.

🔴 LIVE: ଅର୍ଣ୍ଣବ ବାତ୍ୟା ପ୍ରଭାବରେ ବ୍ରହ୍ମପୁର ଜଳବନ୍ଦୀ! Cyclone Arnab: Water Enters Homes in Berhampur |

В эфиреСейчас смотрят: 74 · Трансляция началась 7 часов назад
Odisha News Now
19 тыс. подписчиков
Сейчас смотрят: 74 · Трансляция началась 7 часов назад
🔴 LIVE: ଅର୍ଣ୍ଣବ ବାତ୍ୟା ପ୍ରଭାବରେ ବ୍ରହ୍ମପୁର ଜଳବନ୍ଦୀ! Cyclone Arnab: Water Enters Homes in Berhampur | Odisha News Now | ଅର୍ଣ୍ଣବ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା। ରାତିସାରା ବର୍ଷା ପରେ ବ୍ରହ୍ମପୁରର ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି। ଡୁଡୁମା କଲୋନୀ ବସ୍‌ଷ୍ଟାଣ୍ଡ ନିକଟ ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମିଥିବା ବେଳେ ଅନେକ ଘର ଭିତରକୁ ମଧ୍ୟ ବର୍ଷା ପାଣି ପଶିଥିବା ଦେଖିବାକୁ ମିଳିଛି। ରାତିସାରା ଲଗାଣ ବର୍ଷା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନାଳ ଓ ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ଭାବେ ସଫା ନଥିବା ଅଭିଯୋଗ ମଧ୍ୟ ରହିଛି, ଯାହା ଫଳରେ ବର୍ଷା ପାଣି ନିଷ୍କାସନରେ ସମସ୍ୟା ହେଉଥିବା ସ୍ଥାନୀୟ ଲୋକମାନେ କହୁଛନ୍ତି। ବ୍ରହ୍ମପୁରର ଡୁଡୁମା କଲୋନୀ ଅଞ୍ଚଳରେ ଘର ଭିତରେ ପାଣି ପଶିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ରାସ୍ତା ଜଳମଗ୍ନ ହୋଇଥିବାରୁ ଯାତାୟାତରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି।ସୂଚନାଯୋଗ୍ୟ, ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ନେଇ ପାଣିପାଗ ବିଭାଗର ସତର୍କତା ଜାରି ରହିଛି ଏବଂ ଗଞ୍ଜାମ ପ୍ରଶାସନ ମଧ୍ୟ ବନ୍ୟା ଓ ଜଳବନ୍ଦୀ ପ୍ରବଣ ଅଞ୍ଚଳ ଉପରେ ନଜର ରଖିଛି। #cyclonearnab #arnabcyclone #berhampur #berhampurnews #odishaweather #odisharain #heavyrain #rainalert #waterlogging #flooded #odishanews #ganjam #berhampurflood #rainfall #weatherupdate