Перейти к содержимому

ଓଡ଼ିଶାରେ ୯୦ରୁ ୧୧୦ କି.ମି ବେଗରେ ପବନ | Cyclone Montha Turns Severe! | Odisha Reporter

Odisha Reporter

0:00 / 0:00

ଓଡ଼ିଶାରେ ୯୦ରୁ ୧୧୦ କି.ମି ବେଗରେ ପବନ | Cyclone Montha Turns Severe! | Odisha Reporter

1 459 просмотров · 10 мес. назад
Odisha Reporter
2,98 млн подписчиков
1 459 просмотров · 10 мес. назад
#ଗତ_୬_ଘଣ୍ଟା_ମଧ୍ୟରେ_୧୮_କିମି_ଘଣ୍ଟାପ୍ରତି_ବେଗରେ_ଗତି_କରୁଛି ଆସନ୍ତାକାଲି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବ । ସନ୍ଧ୍ୟାରୁ ରାତି ମଧ୍ୟରେ ଏହା କାକିନାଡ଼ା ନିକଟବର୍ତ୍ତୀ ଅତିକ୍ରମ କରିବ । ବାତ୍ୟା ଅତିକ୍ରମ କରିବା ବେଳେ ଏହା ଭୀଷଣ ବାତ୍ୟାର ରୂପ ନେବ । ୯୦-୧୦୦ କିମି ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବ । ଆଗାମୀ ୨୪ ଘଣ୍ଟା ପାଇଁ ଗଂଜାମ ଗଜପତି ରାୟଗଡା କୋରାପୁଟ ମାଲକାନଗିରି ଓ ନବରଙ୍ଗପୁର କଳାହାଣ୍ଡି କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #rmd #bhubaneswar #Odisha #OdishaReporter