ମହାମିଳନର ତୀର୍ଥ ତୁମେଗୋ ଅମୃତମୟ ଧାରା : Mahamilanara Tirtha Tumego #lyrics #satsang #odia
Saswat Television & Entertainment
0:00 / 0:00
ମହାମିଳନର ତୀର୍ଥ ତୁମେଗୋ ଅମୃତମୟ ଧାରା : Mahamilanara Tirtha Tumego #lyrics #satsang #odia
3 749 просмотров · 1 год назад
Saswat Television & Entertainment
3,54 тыс. подписчиков
3 749 просмотров · 1 год назад
#Sakhigopal, #SaswatTV, #SaswatTelevision, #Satyabadi , #puri #satsang
ମହାମିଳନର ତୀର୍ଥ ତୁମେ ଗୋ.......
ଅମୃତମୟ ଧାରା....... (୨ ଥର)
ତୁମରି ସୋହାଗେ.....(୨ ଥର) ଶିକ୍ତ ଧରଣୀ
ମମତାରେ ମଧୁଝରା.......
ଅମୃତମୟ ଧାରା..... ମହାମିଳନର...||0||
ଅସୀମ ପରେ କ୍ଷଣିକେ ସୃଜିଛ
ମହାମିଳନର ବେଦୀ.....
ଶତ ବୁକୁ ଜ୍ୱାଳା ବିରହ ଯାତନା
ନିଭାଇଛ ବୁକେ ବାନ୍ଧି.......(୨ ଥର)
ଦିଗହରା ମୁଁ ଯେ ଭ୍ରାନ୍ତ ପଥିକ
ତୁମେ ମୋର ଧ୍ରୁବତାରା.......
ଅମୃତମୟ ଧାରା..... ମହାମିଳନର...||୧ ||
ପ୍ରଳୟ ବୁକୁରେ ଶାନ୍ତନା ତୁମେ
ଝଞ୍ଜାରେ କୁହୁସ୍ଵନ
ବୈଶାଖୀ ଝଡ଼ ଶାନ୍ତ ପରଶେ
ମୁଗ୍ଧ କରିଛି ପ୍ରାଣ.......(୨ ଥର)
ହେ ସଚ୍ଚିତାନନ୍ଦ ପରମ ଆନନ୍ଦ
ଦେଇଛ ଜୀବନ ସାରା.......
ଅମୃତମୟ ଧାରା..... ମହାମିଳନର...||୨ ||
----------------------------------------------------------------------------------------------------------------------
Welcome to Saswat Television & Entertainment, your ultimate destination for news and entertainment on YouTube! Dive into a world of captivating content that keeps you informed and entertained. From breaking news updates to engaging entertainment segments, we deliver a diverse range of programming to suit every viewer's interests. Stay tuned for thought-provoking discussions, insightful analyses, and exciting entertainment features. Subscribe now and join us on our journey to inform, inspire, and entertain!