ଓଡ଼ିଆ ଘର ପରି ବନାନ୍ତୁ ସ୍ୱାଦିଷ୍ଟ ମସଲା ବାଇଗଣ 😋🧿🍛। Masala Baigana Recipe in Odia | Authentic Recipe |
Adheetrisa Delicious Cooking
0:00 / 0:00
ଓଡ଼ିଆ ଘର ପରି ବନାନ୍ତୁ ସ୍ୱାଦିଷ୍ଟ ମସଲା ବାଇଗଣ 😋🧿🍛। Masala Baigana Recipe in Odia | Authentic Recipe |
285 просмотров · 11 дней назад
Adheetrisa Delicious Cooking
931 подписчик
285 просмотров · 11 дней назад
ନମସ୍କାର ଦର୍ଶକବନ୍ଧୁ! ଆଜିର ଏହି ଭିଡିଓରେ ଆମେ ପ୍ରସ୍ତୁତ କରିବା ଓଡ଼ିଶାର ଏକ ପାରମ୍ପରିକ ଏବଂ ଅତି ସ୍ୱାଦିଷ୍ଟ ରେସିପି "ମସଲା ବାଇଗଣ" (Masala Baigana)। ଏହା ଗରମ ଗରମ ଭାତ, ପଖାଳ କିମ୍ବା ରୁଟି ସହିତ ଖାଇବାକୁ ଖୁବ୍ ଭଲ ଲାଗିଥାଏ। ଖୁବ୍ କମ୍ ସମୟରେ ଏବଂ ଘରେ ଥିବା ସହଜ ସାମଗ୍ରୀରେ ଆପଣ ଏହାକୁ ବନେଇପାରିବେ।
ଯଦି ଆପଣଙ୍କୁ ଏହି ରେସିପିଟି ଭଲ ଲାଗେ, ତେବେ ଭିଡିଓକୁ Like ଏବଂ Share କରନ୍ତୁ। ଆମ ଚ୍ୟାନେଲ୍କୁ Subscribe କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ଧନ୍ୟବାଦ!
ଜୟ ଜଗନ୍ନାଥ 🙏🙏🙏