Maa Go Tuma Pakhaku Mu Aasichi | Dr. Kumar Prasant
Nishant Media Works
0:00 / 0:00
Maa Go Tuma Pakhaku Mu Aasichi | Dr. Kumar Prasant
57 238 просмотров · 1 г. назад
Nishant Media Works
6,35 тыс. подписчиков
57 238 просмотров · 1 г. назад
Maa Go Tuma Pakhaku Mu Aasichi
Lyrics, Music & Composition- Dr. Kumar Prasant
Singer- Karina Devi Mallick
Mixing & Mastering- Shakti Srikant
Audio & Video Studio- FlyOn Cineprops (Berhampur)
Crew- Sunil Nayak, Sumit Nayak
Production- NISHANT MEDIA WORKS
Lyrics:-
ମା ଗୋ ତୁମ ପାଖକୁ ମୁଁ ଆସିଛି
ମା ଗୋ ତୁମ ପାଖକୁ ମୁଁ ଆସିଛି
ତୁମ ପାଦେ ଥୋଇ ଦେବାକୁ ମୁଁ ଦୁଃଖର ପୁଟୁଳି ଆଣିଛି
ମା ଗୋ ତୁମ ପାଖକୁ ମୁଁ ଆସିଛି
ତୁମ ପୁଣ୍ୟ ପାଦତଳେ ବସି ମୁଁ ତୁମ ନାମ ଜପ କରୁଛି
ନମଃ ମା ନମଃ ମା ନମଃ ଗୋ ମାରିଆ ମା
୧.ମୋ ଜୀବନର ପ୍ରତିକ୍ଷଣ ସଂଘର୍ଷମୟ ହୋଇଛି
ବଞ୍ଚିବାର ବାଟ ସବୁ ସଂକୁଚିତ ହୋଇ ଯାଇଛି
ଦୁଇମୁଠା ଅନ୍ନ ପାଇଁ ସଂଗ୍ରାମ ଜାରି ରହିଛି
ସ୍ଵଛ ଜୀବନ ବଞ୍ଚିବାକୁ ଅନେକ କଷ୍ଟ ଭୋଗୁଛି
ଥକି ମୁଁ ଯାଇଛି ଏକଲା ହୋଇଛି ଭୟ ଭୀତ ହୋଇ ଯାଇଛି
ଅଧୀର ହୋଇଛି ଅସ୍ତ ବ୍ୟସ୍ତ ହୋଇ ଯାଇଛି ଭୟ ଭୀତ ହୋଇ ଯାଇଛି
୨. ମୋର ସଂସାରେ କ୍ଷୁଧା ବଢିଛି ବ୍ୟାଧି ଗ୍ରସ୍ତ ମୁଁ ହୋଇଅଛି
ସମ୍ବଳ ନାହିଁ ଦ୍ୱନ୍ଦ୍ୱ ବଢିଛି ମୁଁ ନିସ୍ଵ ଦୁର୍ବଳ ହୋଇଛି
ନିଜପାଇଁ ପରିଚୟ ଖୋଜି ଖୋଜି ହଜି ଯାଇଛି
ଗଉରବ ହରାଇଛି ନିଜକୁ ମୁଁ ହରାଉ ଅଛି
ତୁମେହିଁ କେବଳ ଆଶ୍ରୟ ଦାୟିନୀ ମା ତୁମ ପାଖକୁ ମୁଁ ଆସିଛି
ତୁମେହିଁ କେବଳ ସଙ୍କଟ ହାରିଣୀ ମା ତୁମ ଶରଣ ନେଉଛି !