Перейти к содержимому

କେନ୍ଦ୍ରାପଡ଼ା ସସ୍ମିତା ହତ୍ୟାକାଣ୍ଡ, ସାଲେପୁର ରୁ ଧରାପଡିଲା ଅଭିଯୁକ୍ତ! Marshaghai Sasmita Murder case update

Pratidin TV

0:00 / 0:00

କେନ୍ଦ୍ରାପଡ଼ା ସସ୍ମିତା ହତ୍ୟାକାଣ୍ଡ, ସାଲେପୁର ରୁ ଧରାପଡିଲା ଅଭିଯୁକ୍ତ! Marshaghai Sasmita Murder case update

3 114 просмотров · 14 ч назад
Pratidin TV
1,77 млн подписчиков
3 114 просмотров · 14 ч назад
କେନ୍ଦ୍ରାପଡ଼ା ସସ୍ମିତା ହତ୍ୟାକାଣ୍ଡ, ସାଲେପୁର ରୁ ଧରାପଡିଲା ଅଭିଯୁକ୍ତ ! କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର କଲେଜ ଛାତ୍ରୀ ସସ୍ମିତା ବେହେରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ମାର୍ଶାଘାଇ ପୋଲିସ ଗିରଫ କରିଛି। ପୋଲିସର ପ୍ରାଥମିକ ତଦନ୍ତ ଓ ସ୍ଥାନୀୟ ସୂଚନା ଅନୁଯାୟୀ, ଏହି ହତ୍ୟାକାଣ୍ଡ ପଛରେ ଏକତରଫା ପ୍ରେମ ବ୍ୟାପାର ରହିଛି। ଅଭିଯୁକ୍ତ ଜଣକ ସସ୍ମିତାଙ୍କୁ ଦୀର୍ଘ ଦିନ ହେବ ହଇରାଣ କରୁଥିଲା। ଘଟଣା ଦିନ ରାତିରେ ସେ ସସ୍ମିତାଙ୍କୁ କୌଣସି ବାହାନାରେ ଘରୁ ବାହାରକୁ ଡାକି ଆଣି ଏହି ପୂର୍ବ ଯୋଜନାବଦ୍ଧ ହତ୍ୟାକାଣ୍ଡ ଭିଆଇଥିଲା। ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ କୁକୁର ସ୍ୱାଡ୍ ସହାୟତାରେ ତଦନ୍ତ ଚଳାଇ ଅଭିଯୁକ୍ତକୁ ଗିରଫ କରିଛି। ବର୍ତ୍ତମାନ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।Marshaghai Sasmita Murder case update #JusticeForSasmita #MarshaghaiPolice #OdishaCrime #KendraparaNews #OdishaPolice #StudentMurderCase Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha